Browsing Tag

Current news

ରାଜମହଲରେ ଡିୟୁକ୍ ଏକ୍ସକ୍ଲୁସିଭ ସୋ ରୁମ୍ ର ଶୁଭାରମ୍ଭ

ଭୁବନେଶ୍ୱର 5/05 ( ପ୍ରତ୍ୟୁଷା ନ୍ୟୁଜ) :ବୈଶାଖ ବୁଦ୍ଧ ପୂର୍ଣ୍ଣମୀରେ ଭୁବନେଶ୍ୱର ଅଶୋକ ନଗର ରାଜମହଲ ନିକଟରେ ଦେଶର ବିଶ୍ୱସନୀୟ ବ୍ରାଣ୍ଡ ଡିୟୁକ୍ ତା 'ର ଏକ୍ସକ୍ଲୁସିଭ ସୋ ରୁମ୍ ଶୁଭାରମ୍ଭ କରିଛି l ଏହି ଅବସରରେ ଶୋ ରୁମ୍ ପକ୍ଷରୁ ୦ ରୁ ୫୦% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି
Read More...

ମହିନ୍ଦ୍ରାର ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍-ଅପ୍ ଉନ୍ମୋଚିତ।

ଭୁବନେଶ୍ବର, 2/05/23 (ପ୍ରତ୍ୟୁଷା ବ୍ୟୁରୋ):ଭାରତର ଏକ ନମ୍ବର ପିକ୍ ଅପ୍ ବ୍ରାଣ୍ଡ୍ ବୋଲେରୋର ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍-ଅପ୍‌କୁ ଉନ୍ମୋଚନ କରାଯାଇଛି । ଏହାର ଏକ୍ସ ସୋ’ରୁମ୍ ଦାମ୍ ୭.୮୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।
Read More...

ଆକାଶ ବାଇଜୁସ୍‌ର ଭୁବନେଶ୍ଵର ଛାତ୍ରୀ ‘ପ୍ରିୟଙ୍କା ସର’ ଓଡ଼ିଶା ରାଜ୍ୟ ଟପ୍ପର ; ୯୯.୯୮ ପର୍ସେଣ୍ଟାଇଲ୍ ସହିତ ଜେଇଇ…

ଭୁବନେଶ୍ଵର, ୩୦ ଅପ୍ରେଲ ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ ): ଭୁବନେଶ୍ବର ଆକାଶ ବାଇଜୁସ୍‌ର ଛାତ୍ରୀ ପ୍ରିୟଙ୍କା ସର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ସ୍‌ ୨୦୨୩ରେ ୯୯.୯୮ ପର୍ସେଣ୍ଟାଇଲ ସହିତ ଏଆଇଆର୍ (ଅଲ୍ ଇଣ୍ଡିଆ ଗ୍ୟାଙ୍କ) ୨୪୩ ହାସଲ କରି ରାଜ୍ୟରେ ଟପ୍ପର ହୋଇଛନ୍ତି। ଏଥ୍‌ସହିତ ସେ
Read More...

ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଉପରେ ବଡ଼ ଧରଣର ଗୁରୁତ୍ୱ ଦେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ସ୍ତରର…

ଭୁବନେଶ୍ୱର, ୨୦ ଏପ୍ରିଲ୍ ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍ ୨୦୨୩କୁ ଉଦ୍ଘାଟନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱ ସ୍ତରରେ ଚମକିବା ଲାଗି ବ୍ରାଣ୍ଡ୍ “ସ୍କିଲ୍ଡ ଇନ୍ ଓଡ଼ିଶା’ ପ୍ରସ୍ତୁତ ରହିଛି । ଦେଶରେ ନୂଆ ପିଢ଼ିର ପ୍ରଯୁକ୍ତି
Read More...

ବର୍ଷାଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିଲେ ରାଜ୍ୟ ରାଜରାସ୍ତାରେ ନିଆଁ ଜଳିବ: ପୃଥ୍ୱୀରାଜ…

ଭୁବନେଶ୍ବର, 16/04/23 (ପ୍ରତ୍ୟୁଷା ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ ରୂପାୟନ ହେଉନାହିଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ବିଜେଡି ନେତା, ମନ୍ତ୍ରୀଙ୍କୁ ବହୁତ୍ ବାଧିଛି ଏବଂ ନିଜ ଦୋଷ ଧରା ପଡିବା ପରେ ପ୍ରଳାପ କରୁଛନ୍ତି  ରାଜ୍ୟ ସରକାରଙ୍କ ଇଛାଶକ୍ତି ଥିଲେ ମାତ୍ର ୧୫ଦିନ
Read More...

ବି ଜେ ଇ ଏମ ସ୍କୁଲ ପାଳିଵ ବର୍ଷବ୍ୟାପି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବନେଶ୍ୱର 11/4( ପ୍ରତ୍ୟୁଷା ନ୍ୟୁଜ ) ଓଡିଶା ଓ ଓଡିଶା ବାହାରେ ସୁନାମ ଅର୍ଜନ କରିଥିବା ଵି ଜେ ଇ ଏମ ସ୍କୁଲ ଅପ୍ରେଲ 11 2023 ଠାରୁ 24 ଜାନୁଆରୀ 2024 ପର୍ଯ୍ୟନ୍ତ ବର୍ଷ ବ୍ୟାପି ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳନ କରିବ l ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
Read More...