ଚମତ୍କାର ଔଷଧ୍- ପୁଦିନାର ମହତ୍ଵକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ ।

0 17

ଭୁବନେଶ୍ୱର, ୨୫/୬/୨୬( ପ୍ରତ୍ୟୁଷା ବ୍ୟୁରୋ ): ଆୟୁର୍ବେଦିକ ଔଷଧ ବା ଚେରମୂଳିର ଲାଭର ପ୍ରଚାର ପ୍ରସାର କରିବା ପାଇଁ ନିଜ ଲକ୍ଷ୍ୟରେ ଆଗକୁ ବଢି ଭାରତରସର୍ବବବୃହତ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପୁଦିନାକୁ ଏକ ଚମତ୍କାରୀ ଔଷଧ୍ଵ ଭାବେ ପ୍ରୋତ୍ସାହିତ କରିବା ପାଇଁ ଏକକ୍ୟାମ୍ପେନ ଇଂଚ୍ କରିଛି। ପୁଦିନାରେ ପ୍ରଚୁର ପରିମାଣର ଆଂଟିଅକ୍ସିତାଂଟ ଓ ଫିଟୋନ୍ୟୁଟ୍ରିଏଂଟ ରହିଛି ଯାହା ବିଶେଷ କରି ପ୍ରଚଣ୍ଡ ଗ୍ରୀଷ୍ମଋତୁ ସମୟରେ ମଣିଷରପେଟ ପାଇଁ ଚମତ୍କାର ଔଷଧ ଭାବେ କାର୍ଯ୍ୟ କରିପାରେ।ଗ୍ରୀଷ୍ମଲହରୀ ଓ ବଢ଼ୁଥିବା ତାପମାତ୍ରା ସହିତ, ଗ୍ରୀଷ୍ମ ଋତୁ ସମୟରେ ସ୍ଵାସ୍ଥ୍ୟ ସମସ୍ୟା ବାରମ୍ବାର ଦେଖାଦେଉଛି। ଏହି ଗମ୍ଭୀର ଋତୁକାଳିନ ସ୍ଵାସ୍ଥ୍ୟଗତ ଚିନ୍ତାକୁ ଦୂରକରିବା ପାଇଁ ଭାବର ପକ୍ଷରୁ ସାରାଦିନ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାରେ ରହୁଥିବା ବ୍ୟକ୍ତି ଓ ସହଜରେ ସାଧାରଣ ଗ୍ରୀଷ୍ମ ରୋଗର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁପୁଦିନାର ବ୍ୟବହାରକୁ ଉନ୍ମୋଚନ କରାଯାଇଛି।“ ଆଧୁନିକ ସମୟର ରୋଗଗୁଡିକର ସର୍ବୋତମ ପରିଚାଳନା, ଆୟୁର୍ବେଦର ପାଣ୍ଡୁଲିପିରେ ଗଭୀର ଭାବେ ଅନ୍ତର୍ନିହିତ ରହିଛି। ପୁଦିନାର ଐତିହାସିକ ପୃଷ୍ଠଭୂମି୩୦୦୦ ବର୍ଷ ପୁରାତନ ଅଟେ ଏବଂ ଏହା ଏକ ଚମତ୍କାର ଔଷଧ ଭାବେ ବର୍ଣ୍ଣିତ ରହିଛି ଯାହା ମଣିଷର ହଜମ ପ୍ରଣାଳୀ ପାଇଁ ଲାଭଦାୟକ ଅଟେ। ପୁଦିନାରେଥିବା ମେନୁଲ ହଜମକ୍ରିୟା ପାଇଁ ଆବଶ୍ୟକ ଏନ୍‌ଜାଇମଗୁଡିକୁ ଉତ୍ତେଜିତ କରିଥାଏ, ପେଟର ମାଂସପେଶୀକୁ ଆରାମ ଦେଇଥାଏ, ବଦହଜମୀ ଓ ପେଟ ଯନ୍ତ୍ରଣାରସମ୍ଭାବନା ହ୍ରାସ କରିଥାଏ।

Leave A Reply

Your email address will not be published.