ବି ଜେ ଇ ଏମ ସ୍କୁଲ ପାଳିଵ ବର୍ଷବ୍ୟାପି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

0 176

ଭୁବନେଶ୍ୱର 11/4( ପ୍ରତ୍ୟୁଷା ନ୍ୟୁଜ ) ଓଡିଶା ଓ ଓଡିଶା ବାହାରେ ସୁନାମ ଅର୍ଜନ କରିଥିବା ଵି ଜେ ଇ ଏମ ସ୍କୁଲ ଅପ୍ରେଲ 11 2023 ଠାରୁ 24 ଜାନୁଆରୀ 2024 ପର୍ଯ୍ୟନ୍ତ ବର୍ଷ ବ୍ୟାପି ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳନ କରିବ l ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ସବର ଲୋଗୋ ଲୋକାର୍ପଣ କରିଥିଲେ l ଉତ୍ସବରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକ ମଣ୍ଡଳୀ ଉପସ୍ଥିତ ଥିଲେ l ଉଲ୍ଲେଖ ଯେ ଏହି ବିଦ୍ୟାଳୟ 1974 ମସିହାରେ ଗୋଟିଏ ଗ୍ୟାରେଜ ଘରେ ଆରମ୍ଭ ହୋଇଥିଲା ଏବେ ଏହି ସ୍କୁଲରେ 3300 ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l

Leave A Reply

Your email address will not be published.