ରାଜମହଲରେ ଡିୟୁକ୍ ଏକ୍ସକ୍ଲୁସିଭ ସୋ ରୁମ୍ ର ଶୁଭାରମ୍ଭ

0 486

ଭୁବନେଶ୍ୱର 5/05 ( ପ୍ରତ୍ୟୁଷା ନ୍ୟୁଜ) :ବୈଶାଖ ବୁଦ୍ଧ ପୂର୍ଣ୍ଣମୀରେ ଭୁବନେଶ୍ୱର ଅଶୋକ ନଗର ରାଜମହଲ ନିକଟରେ ଦେଶର ବିଶ୍ୱସନୀୟ ବ୍ରାଣ୍ଡ ଡିୟୁକ୍ ତା ‘ର ଏକ୍ସକ୍ଲୁସିଭ ସୋ ରୁମ୍ ଶୁଭାରମ୍ଭ କରିଛି l

ଏହି ଅବସରରେ ଶୋ ରୁମ୍ ପକ୍ଷରୁ ୦ ରୁ ୫୦% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି l ସୁଣନ୍ତୁ ଶୁଭାରମ୍ଭ ଉତ୍ସବରେ କଣ କହୁଛନ୍ତ ପ୍ରୋପାଇଟର ଜିତେନ୍ଦ୍ର ଶରାବ ଓ ସ୍ଵାତୀ ରାଣୀ l ଓପନିଂ ଉତ୍ସବ ରେ ଗ୍ରାହକ ଙ୍କ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.