ସାର୍ପ ଦ୍ୱାରା ଆୟୋଜିତ ମିନି ମାରାଥନ ୨୦୨୬ ରେ ୧୦୦୦ରୁ ଅଧିକ ପ୍ରତିଯୋଗୀ କଲେ ଅଂଶ ଗ୍ରହଣ ।

ନରସିଂହପୁର, 23.01.26 (ପ୍ରତ୍ୟୁଷା ବ୍ୟୁରୋ ) : କଟକ ଜିଲ୍ଲା ନରସିଂହପୁର ର ଅଗ୍ରଣୀ ସାମାଜିକ ସଂଗଠନ ସାର୍ପ ଦ୍ୱାରା ଆୟୋଜିତ ମିନି ମାରାଥନ ୨୦୨୬ ରେ ୧୦୦୦ରୁ ଉର୍ଦ୍ଧ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ଭାଗ ନେଇ ଦୀର୍ଘ ୧୦ କିମି ଲମ୍ବ ରାସ୍ତା ଅତିକ୍ରମ କରିଛନ୍ତି।
Read More...

ହୋଟେଲ ପ୍ରାଚୀରେ ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ ।

ଭୁବନେଶ୍ବର : ୨୩/୦୧( ପି ଏନ୍ ଏସ )ପାର୍ବଣ ଓ ବିବାହ ଋତୁକୁ ନଜରରେ ରଖି ଭୁବନେଶ୍ବର ରାମ ମନ୍ଦିର ସାମ୍ନା ହୋଟେଲ ପ୍ରାଚୀ ( ପୁରୁଣା ମ୍ୟାରୀୟାନ) ଠାରେ ସିକ୍ସ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜକ ମନୋଜ ଆଚାର୍ଯ୍ୟ କହିଛନ୍ତି ରାଜଧାନୀବାସିଙ୍କୁ ଗୁଣାକାରଙ୍କ ଉତ୍ପାଦ
Read More...

ଓ ଡେ ସା ର ୮୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ ।

ଭୁବନେଶ୍ୱର , 19.01.26 ( ପ୍ରତ୍ୟୁଷା ବ୍ୟୁରୋ ) : ଡିଗ୍ରୀ ଇଂଜିନିୟର ମାନେ ଚାକିରୀ କାଳରେ ୧୦/୧୨ ଟି ପଦୋର୍ନତ୍ତି ପାଉଥିବା ବେଳେ ଡିପ୍ଲୋମା ଇଂଜିନିୟର ମାନେ କନିଷ୍ଠ ଯନ୍ତ୍ରୀ ଭାବେ ବିନା ପଦୋର୍ନତିରେ ଚାକିରୀ ଜୀବନ ଶେଷ ହେଉଛି। ସରକାର ଏ ବିଷୟରେ ଅବଗତ ଅଛନ୍ତି। ଏଣୁ ଏହା ଉପରେ
Read More...

ଅଦିନିଆ ରଥଯାତ୍ରାକୁ ସ୍ଵାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀଙ୍କ ନାପସନ୍ଦ ।

ଭୁବନେଶ୍ୱର : ୧୭/୦୧/୨୦୨୬( ପି ଏନ ଏସ )ବିଶ୍ୱବାସୀଙ୍କ ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ଅଖିଳ ଭାରତ ସାଧୁ ସନ୍ଥ ସମିତି ତଥା ଗଙ୍ଗା ମହାସଭାର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ଵାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀ ନା ପସନ୍ଦ କରିଛନ୍ତି। ସ୍ଵାମୀ ସରସ୍ବତୀ ଦିନିକିଆ ଓଡିଶା
Read More...

୧୬ ରୁ ଗୁପ୍ତା ଇଭେଣ୍ଟ ର ସବୁଠାରୁ ବଡ଼ ୨ୟ ଫର୍ଣିଚର୍ ଇଣ୍ଟେରିୟର ଏବଂ ଲାଇଫ୍ ଷ୍ଟାଇଲ୍ ଏକ୍ସପୋ-୨୦୨୬।

ଭୁବନେଶ୍ବର, ୧୪ /୧/୨୬( ପ୍ରତ୍ୟୁଷା ବ୍ୟୁରୋ )ଓଡ଼ିଶା: ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସହରର କ୍ଲବ୍ ଟାଉନ ଗ୍ରାଉଣ୍ଡ ଚନ୍ଦ୍ରଶେଖରପୁରଠାରେ ଆସନ୍ତା୧୬ ଜାନୁଆରୀରୁ ୨୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ୨ୟ ଫର୍ଣିଚର ଇଣ୍ଟେରିୟର ଏବଂ ଲାଇଫ୍ ଷ୍ଟାଇଲ୍ ଏକ୍ସପୋ
Read More...