Browsing Category

ଓଡିଶା

ଭଜନ ସମ୍ରାଟଙ୍କ ସଂଗୀତରେ ମନ ମୋହିଲେ ନୃତ୍ୟ ଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ

ଭୁବନେଶ୍ୱର : ୦୩/୧୧( ପ୍ରତ୍ୟୁଷା ବ୍ୟୁରୋ )ଭଜନ ସମ୍ରାଟ,ଯଶସ୍ବୀ ସଂଗୀତସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ତଥା ଚାମର ସେବକ ଶ୍ରୀ ଭିକାରୀ ବଳଙ୍କ ଷୋଡଶ ପୁଣ୍ୟତିଥି " ଭିକାରୀ ବଳ ସ୍ମୃତି ସଂସଦ " ତରଫରୁ କଟକ ବାଣୀପୀଠ ଶ୍ରୀରାମଚଦ୍ର ଭବନରେ ମହାସମାବେଶରେ ଅନୁଷ୍ଠିତ ହୋଇଛି।…
Read More...

ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପାଇବେ ୭୦୦ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର - ୨୯ ଅକ୍ଟୋବର ୨୦୨୬, ( ପ୍ରତ୍ୟୁଷା ବ୍ୟୁରୋ ):ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜୁରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ହେବାକୁ…
Read More...

ନଭେମ୍ବର ୧୮ ତାରିଖରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ୨୯/୧୦( ପ୍ରତ୍ୟୁଷା ବ୍ୟୁରୋ ) ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ୧୮-୧୧-୨୦୨୬ ତାରିଖ ଠାରୁ ଆରମ୍ବ ହୋଇ ୩୧-୧୨-୨୦୨୬ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୩ ଟି କାର୍ଯ୍ୟଦିବସ ଥିବା ବେଳେ, ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ…
Read More...

କର୍ପୋରେଟରଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଲେ ମେୟର

ଭୁବନେଶ୍ୱର : ୨୯/୧୦( ପି ଏନ ଏସ ):ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତ କାଲି ବା 27 ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 45 ତମ ସାଧାରଣ ବୈଠକ ଆରମ୍ଭ ହୋଇଥିଲା । ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ 4 ନମ୍ବର ଓ୍ୱାର୍ଡ କର୍ପୋରେଟର ସ୍ୱର୍ଗତ…
Read More...

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ…

ଭୁବନେଶ୍ୱର, ଅକ୍ଟୋବର ୨୮( ପ୍ରତ୍ୟୁଷା ବ୍ୟୁରୋ ): ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ସହ ଫସଲ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ ଗୁରୁତ୍ୱାରୋପ…
Read More...

ଷଷ୍ଠ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା; ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୨୮.୧୦.୨୦୨୬: ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ ହୋଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ ବିଭାଗ ଓ…
Read More...

ଅର୍ଣ୍ଣବ ପ୍ରଭାବ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨୭ ଓ ୨୮ ଅକ୍ଟୋବର ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର : ୨୭/୧୦( ପ୍ରତ୍ୟୁଷା ବ୍ୟୁରୋ )ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋରଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ ଘଟିକା ଠାରୁ ଓ ଆସନ୍ତାକାଲି (୨୭ ଓ ୨୮ ଅକ୍ଟୋବର ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ…
Read More...