Browsing Tag

Pratyusha News

ଗଜପତି ମହାରାଜଙ୍କ କରକମଳରେ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର 29/6/22 ( ପ୍ରତ୍ୟୁଷା ବ୍ୟୁରୋ )ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ଦିବ୍ୟସିଂହ ଦେବ ମହାରାଜଙ୍କ କରକମଳରେ ଭାରତର ସ୍ୱାଧୀନତା ସଂଗ୍ରାମ ଓ ଲୁହ ଲହୁର କାହାଣୀ କଳାପାଣି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି l ବିନୟ ମହାପାତ୍ରଙ୍କ ଦ୍ଵାରା ଲିଖିତ ଓ ବୁକ୍ସ ଆଣ୍ଡ ବୁକ୍ସ ଦ୍ୱାରା
Read More...

ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ରଙ୍କର ପରଲୋକ

କଟକ ,28/06/22 (ପ୍ରତ୍ୟୁଷl ବ୍ୟୁରୋ) :ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗତ ଜୁନ ୨୪ ତାରିଖରେ ଆଷାଢ଼ ମାସ କୃଷ୍ଣ ପକ୍ଷ ପବିତ୍ର ଖଳିଲାଗି ଏକାଦଶୀ ତିଥି ଅବସରରେ ତାଙ୍କର ଦେହାନ୍ତ
Read More...