ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟ ଶାଖାରେ ନଭେମ୍ବର ୨୬ତାରିଖରେ ଅନୁଷ୍ଠିତ ହୋଇଯାଇଛି।

0 131

ଭୁବନେଶ୍ବର, 27.11.22 ( ପ୍ରତ୍ୟୁଷା ବ୍ୟୁରୋ):ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟ ଶାଖାରେ ନଭେମ୍ବର ୨୬ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପରିଷଦର ସଭାପତି ଶ୍ରୀଯୁକ୍ତ ସୌରଭ ରଞ୍ଜନ ଦାସ ସଭାପତିତ୍ଵ କରିଥିଲେ।

ଉକ୍ତ ମନୋରମ ଉତ୍ସବରେ ଷ୍ଟେଟ୍ ବ୍ୟାଙ୍କ୍‌ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଭାରତରତ୍ନ ବାବା ସାହେବଙ୍କ ଆଦର୍ଶ ସମତାଭିତ୍ତିକ ରାଷ୍ଟ୍ର ଗୁଣ ଗାରିମା ସଂସ୍କାରବାଦୀ ନୀତିନିୟମ, ସମ୍ବିଧାନ ନିର୍ମାତା ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କର ଜନହିତକର କାର୍ଯ୍ୟାବଳୀ ରଣପ୍ରଦାନ ସଂପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଉକ୍ତ ସଭାରେ Sj. Ponnambalam ଜେନେରାଲ ମ୍ୟାନେଜର (୧) ଶ୍ରୀଯୁକ୍ତ ଉତ୍ତମ କୁମାର ହାଜରା ଚୌଧୁରୀ ଜେନେରାଲ ମ୍ୟାନେଜର (୨) ଶ୍ରୀଯୁକ୍ତ ମନୋଜ କୁମାର ସିଂ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୁନ୍ଦନ ଜ୍ୟୋତି ଡିଜିଏମ୍, ଜୋନ- (୨) ଶ୍ରୀଯୁକ୍ତ ସଂଜୟ କୁମାର ଝା ଡିଜିଏମ୍ ଜୋନ (୧), ଶ୍ରୀଯୁକ୍ତ ମାନସ ରଞ୍ଜନ ଆଚାର୍ଯ୍ୟ ଏଜିଏମ୍ ଭୁବନେଶ୍ଵର ମୁଖ୍ୟ ଶାଖା ଶ୍ରୀ ରଘୁନାଥ ପ୍ରସାଦ ଦାସ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ, ସଭାପତି ଶ୍ରୀ ସ୍ଵାଧୀନ କୁମାର ଦାସ ଅଫିସର ସଂଘର ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋୟୀ, ସଭାପତି ଶ୍ରୀ ଅମିତାଭ ଦାସ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ଜୀବନୀ ଏବଂ ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.