ଜୁଏଲସ ଇଣ୍ଟରନାସନାଲ ଇନକ୍ଲୁସିଭ ପ୍ଲେ ସ୍କୁଲ ଉଦଘାଟିତ

0 148

ଭୁବନେଶ୍ୱର 23/11( ପ୍ରତ୍ୟୁଷା ବ୍ୟୁରୋ )ଦେଶରେ ସୁନାମ ଅର୍ଜନ କରିଥିବା ଚେତନା ଅନୁଷ୍ଠାନ ଅଧୀନରେ ଜୁଏଲସ ପ୍ଲେ ସ୍କୁଲ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ବୃନ୍ଦାବନ ଶତପଥୀଙ୍କ କରକମଳରେ ଉଦଘାଟିତ ହୋଇଛି l ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ନାରାୟଣ ପତିଙ୍କ ସମେତ ବିଶିଷ୍ଟ ଅତିଥି ମାନେ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଶ୍ରୀ ଶତପଥୀ ନୂଆ ସ୍କୁଲର ଉଜ୍ଜଳ ଭବିଷ୍ୟତ ସହିତ ଚେତନାର ପ୍ରୟାସକୁ ପ୍ରଶଂସା କରିଥିଲେ l

Leave A Reply

Your email address will not be published.