Browsing Tag

Current news

ଏକ୍ସ ଆଇ ଏମ୍ ବି ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 20.04.24 ( ପ୍ରତ୍ୟୁଷା ବ୍ୟୁରୋ): ଜଟଣୀ ନୂଆ କ୍ୟାମ୍ପସରେ ଏକ୍ସ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି l ଟାଟା କେମିକାଲସ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର ମୁକୁନ୍ଦନ୍…
Read More...

ରୁନୟ ପକ୍ଷରୁ ଝାରସୁଗୁଡ଼ାରେ ଅତ୍ୟାଧୁନିକ କ୍ୟାଲସିୟମ ଆଲୁମିନିୟମ ପ୍ଲାଣ୍ଟ ଉଦଘାଟିତ ।

ଭୁବନେଶ୍ୱର, ୧୬ ଏପ୍ରିଲ, ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) : ଆଜି ଝାରସୁଗୁଡାରେ ଏହାର ଅତ୍ୟାଧୁନିକ କ୍ୟାଲସିୟମ୍ ଆଲୁମିନିଟ୍ ପାଂଟର ଉଦଘାଟନ ଘୋଷଣା କରିଛି । ଶିତାଂଚଳରେ ପରିବେଶ ନେତୃତ୍ବ ତଥା ବୈଷୟିକ ପ୍ରଗତି ଦିଗରେ ରୁନାୟାର ଯାତ୍ରାରେ ଏହି ଉନ୍ମୋଚନ ଏକ ପ୍ରମୁଖ ମୁହୂର୍ତ ଅଟେ । ଏହାର…
Read More...

ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦେଶରେ ସଦଭାବନା ବାଜୟ ରହୁ: କ୍ରାନ୍ତି ଇଂଡିଆ

ଭୁବନେଶ୍ଵର: ୧୬ ଏପ୍ରିଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି l ଏହି ସମୟର୍ ଦେଶ ପାଇଁ ଶାନ୍ତି ସଦଭାବନା ଜରୁରୀ ଅଟେ l ଏଣୁ ଏହାକୁ ଦୃଷ୍ଟିରେ ରଖି ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସିକ ବ୍ୟବସ୍ଥା ପର୍ଯ୍ୟନ୍ତ ସତର୍କ ରହିବାକୁ…
Read More...

କଂଗ୍ରେସରୁ ସୁର ରାଉତରାୟ ବହିଷ୍କୃତ ।

ଭୁବନେଶ୍ଵର: ୧୫ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଜଟଣୀର ଆସିନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି l ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଏ ଆଇ ସି ସି ସଭାପତି ବିଦା କରିଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ ସୁରଙ୍କ…
Read More...

୧୭ ରୁ ୧୦ ଦିନ ଝାରପଡ଼ା ଗାଁ ଶ୍ରୀରାମ ଲୀଳା ।

ଭୁବନେଶ୍ୱର ୧୩ ଅପ୍ରେଲ ( ପ୍ରତ୍ୟୁଷା ବ୍ୟୁରୋ ) : ଓଁ ଶ୍ରୀ ଶ୍ରୀ ସ୍ୱପନେଶ୍ୱର ଦେବ ଶ୍ରୀ ରାମଲୀଳା ପ୍ରଚାର ସମିତି ଝାରପଡା ଗାଁରେ ୧୦ ଦିନ ପର୍ଯ୍ୟନ୍ତ ରାମ ଲୀଳା ହେବ l ଆଜକୁ ୩୭ ବର୍ଷ ଧରି ପ୍ରତି ବର୍ଷ ରାମ ଲୀଳା ହେଉଛି l ଏହି ସାଂସ୍କୃତିକ ଅନୁଷ୍ଠାନ ଭାଇଚାରା ମାଧ୍ୟମରେ ଏହି ଉତ୍ସବ…
Read More...

ତୃଷାର୍ତ୍ତ ଙ୍କ ଶୋଷ ମେଣ୍ଟାଉଛି ପି ପି ଏଲ୍ ।

ଭୁବନେଶ୍ଵର ୦୨ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରୀଷ୍ମ ପ୍ରବାହର ବେଗ ବୃଦ୍ଧି ପାଇଛି l ଏହାକୁ ଦୃଷ୍ଟିରେ ରଖି ପାରାଦୀପ ଫସପେଟ ଲିମିଟେଡ ପକ୍ଷରୁ ଅପ୍ରେଲ ୦୨ ତାରିଖଠାରୁ ଏହାର କାର୍ଯ୍ୟାଳୟ ସାମ୍ନା ରେ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ଜଳ ସେବା କେନ୍ଦ୍ର ଆରମ୍ଭ କରାଯାଇଛି l…
Read More...

ଭୁବନେଶ୍ୱରରେ ଏକ ଅବିସ୍ମରଣୀୟ ସିଜନ ଫିନାଲେ ପ୍ରଦର୍ଶିତ କରିଛି ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ବୁମ୍ବକ୍ସ ।

ଭୁବନେଶ୍ୱର, 1.04.24 ( ପ୍ରତ୍ୟୁଷା ବ୍ୟୁରୋ ) : ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍ ପକ୍ଷରୁ ଏକ ପ୍ରଥମ ଧରଣର ସଙ୍ଗୀତ ଉତ୍ସବ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବଲିଉଡର ସର୍ବାଧିକ ଲୋକପ୍ରିୟ ସଙ୍ଗୀତଗୁଡିକ…
Read More...

ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ଯୋଗଦେଲେ ।

ଭୁବନେଶ୍ବର. 27.03.24 ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ବିଜେପିରେ ସାମିଲ…
Read More...