କଂଗ୍ରେସରୁ ସୁର ରାଉତରାୟ ବହିଷ୍କୃତ ।

0 60

ଭୁବନେଶ୍ଵର: ୧୫ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଜଟଣୀର ଆସିନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି l ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଏ ଆଇ ସି ସି ସଭାପତି ବିଦା କରିଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ ସୁରଙ୍କ କନିଷ୍ଠ ପୁତ୍ର ବି ଜେ ଡି ରେ ଯୋଗ ଦେଇଥିବା ବେଳେ ସେ ପୁଅ ପାଇଁ ନିର୍ବାଚନ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା l

Leave A Reply

Your email address will not be published.