Browsing Tag

Breakingnews

ଆଜି ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଲେ ଦ୍ରୌପଦୀ ମୁର୍ମୁ

ନୂଆ ଦିଲ୍ଲୀ, 25/07/22 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସେ ହୋଇଛନ୍ତି ଦେଶର ପଞ୍ଚଦଶ, ପ୍ରଥମ ଆଦିବାସୀ ଏବଂ ସର୍ବ କନିଷ୍ଠ ରାଷ୍ଟ୍ରପତି । ଆଜି ଠିକ୍ ସକାଳ ୧୦.୧୨ ମିନିଟ୍ ରେ ପାର୍ଲାମେଣ୍ଟ କେନ୍ଦ୍ରୀୟ ହଲ୍ ରେ
Read More...

ଚମକିଲା ଲିଡିଂ ଏଜ ର ରିୟଲିଟି ସୋ

ଭୁବନେଶ୍ବର,24/07/22 (ପ୍ରତ୍ୟୁଷା ବ୍ୟୁରୋ): ଆପଣମାନଙ୍କୁ ସାଦର ସ୍ୱାଗତ । ଓଡିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ଲାଗି ଦ ଲିଡିଙ୍ଗ ଏଜ ଉଦ୍ୟମ ଆରମ୍ଭ କରିଛି । ଏନେଇ ଦ ଲିଡିଙ୍ଗ ଏଜ ପକ୍ଷରୁ ‘କ୍ରିଷ୍ଟଲ କ୍ରାଉନ ପଟିଆ’ରେ ଇଣ୍ଡିଆ ଫ୍ୟାସନ କାର୍ଣ୍ଣିଭାଲ ଆୟୋଜିତ ହୋଇଛି ।
Read More...

ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ନବନିର୍ବାଚିତ ରାଷ୍ଟ୍ରପତି…

ନୂଆଦିଲ୍ଲୀ 23/07/22 (ପ୍ରତ୍ୟୁଷା ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ପୂର୍ବତନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼
Read More...

48ତମ ଜାତୀୟ ଜୁନିୟର ଆକ୍ଵାଟିକ ଚମ୍ପିୟାନସିପ ଆରମ୍ଭ

ଭୁବନେଶ୍ବର,16/07/22 (ପ୍ରତ୍ୟୁଷl ବ୍ୟୁରୋ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସ୍ୱଇମିଙ୍ଗ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି I ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ
Read More...

ଆତଙ୍କବାଦକୁ ପୃଷ୍ଠପୋଷାକତା ଦେଉଛି ବିଜେପି : ଅନୁମା, କଂଗ୍ରେସ ନେତ୍ରୀ

ଭୁବନେଶ୍ବର, 9/07/22 (ପ୍ରତ୍ୟୁଷl ବ୍ୟୁରୋ): ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟଉପରେ ଲଗାତାର ଦୋଷାରୋପ କରିଆସୁଥିବା ଭାରତୀୟ ଜନତାପାର୍ଟିର ଅସଲି ମୁଖା ଏବେ ଖସିବାରେ ଲାଗିଛି । ଆତଙ୍କବାଦ ଓ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଦେବାରେ ଦଳ ଏବେ ରେକର୍ଡ
Read More...