ପରମହଂସ ଶ୍ରୀମଦ୍ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜଙ୍କ ସ୍ୱକ୍ଷତ୍ର ମହାସମାରୋହରେ ପାଳିତ

0 250

ଭୁବନେଶ୍ୱର 26/12( ପ୍ରତ୍ୟୁଷା ବ୍ୟୁରୋ )ନିଗମ କଳ୍ପତରୁ ଆଶ୍ରମ ରୁଦ୍ର ବିହାର ଠାରେ ପରମ ହଂସ ବ୍ରହ୍ମଆନନ୍ଦ ସରସ୍ବତୀ ମହାରାଜଙ୍କ ସ୍ବ ନକ୍ଷତ୍ର ମହାସମାରୋହରେ ପାଳିତ ହୋଇଛି l ଏହି ଅବସରରେ ପହୁଡ଼ ଫିଟିବା ପରେ ପୂଜା ବାଳ ପ୍ରସାଦ ସତସଙ୍ଗ ଓ ପରେ ସମ୍ବର୍ଦ୍ଧନା ଉତ୍ସବ ହୋଇଥିଲା l ଆଶ୍ରମ ଏହି କାର୍ଯ୍ୟକ୍ରମ ଆଲୋକ ବାବା ସଂଯୋଜନା କରିଥିଲେ l ଆସନୁ ଶୁଣିବା ବାବା ଉତ୍ସବ ସମ୍ପର୍କରେ କ ‘ଣ କହୁଛନ୍ତି

Leave A Reply

Your email address will not be published.