ଖ୍ରୀଷ୍ଟମାସକୁ ସ୍ୱାଗତ ପାଇଁ ତାରକା ହୋଟେଲ ସ୍ୱସ୍ତିରେ ଗ୍ରାଣ୍ଡ କେକ ମିକ୍ସ ସେରମୋନି

0 4

ଭୁବନେଶ୍ୱର ,5.11.26 ( ପ୍ରତ୍ୟୁଷା ବ୍ୟୁରୋ ): ନୂତନ ଇଂରାଜୀ ବର୍ଷ ୨୦୨୭ ର ପଦ ଧ୍ୱନି ଏବେଠୁ ଗୁଞ୍ଜରିତ ହେଲାଣି। ଏହି କ୍ରମରେ ତାରକା ହୋଟେଲ ସ୍ୱସ୍ତି ରେ ଖୁବ ଧୁମଧାମ ରେ କେକ୍ ମିକ୍ସ ସେରମୋନି ପାଳନ ହୋଇଛି। ଗ୍ରାହକ ମାନଙ୍କୁ ନୂଆ ବର୍ଷରେ ମଜ୍ଜା ଦେବା ପାଇଁ ଏହି ପ୍ରୟାସ ବୋଲି କହିଛନ୍ତି ହୋଟେଲ କର୍ତ୍ତ୍ତୃପକ୍ଷ। ଶୁଣନ୍ତୁ, ଭିଡ଼ିଓରେ ଦି ଗ୍ରାଣ୍ଡ କେକ୍ ମିକ୍ସ ସେରମୋନି।

Leave A Reply

Your email address will not be published.