ଭୁବନେଶ୍ୱରରେ ହାଉସ ଅଫ ଜନସନ ର ଶୁଭାରମ୍ଭ

0 141

ଭୁବନେଶୃତ, ୧୮ ଜାନୁଆରୀ ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ):ଅଗ୍ରଣୀ ସେସମିକ ଟାଇଲ ସୟନକାରୀ ତଥା ପ୍ରିଜିମ ଜନସନ ଲିମିଟେଡ଼ର ଏକ ନିଜନ ଏଚ୍ ଆଣ୍ଡ ଆଉ ଜନନ (ଭାତ) ପକ୍ଷରୁ ଓଡ଼ିଶାର ଭୁଟାନର ସରର ପ୍ରଥମ ଥର ପାଇଁ ଏକ ଅନ୍ୟାଧୁନିକ ଅଭିସମ୍ପନ୍ନ କେନ୍ଦ୍ରର ଶୁଗରମ କରାଯାଇଛି । ଏଚ୍ ଆଣ୍ଡ ଆଉ ଜିନସନ (ଭାରତ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦକ ଏହି ନୂତନ ମୋକୁମାର ଇଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, “ଜଳସନ ଦୀର୍ଘଦିନ ଧରି ନିରନ୍ତର ନବସୃଜନ ଦର୍ଶନ ଉପରେ ଏକ ଦୃଢ଼ ବିଶ୍ଵାସ ସୃଷ୍ଟି କରି ବିଭିନ୍ନ ବର୍ଗରେ ନିଜର ବ୍ୟବସାୟିକ କାରବାର ସମ୍ପାଦିତ କରିବା ସହିତ କବିଷ୍ୟତରେ ଅନେକ ନୂତନ ଉତ୍ପାଦର ସମାନକୁ ସାମିଲ କରିବାକୁ ଯୋଜନା ରଖୁଛି । ଆବାସିକ ତଥା ବ୍ୟବସାଣିକ ସ୍ଥାନରେ ବିଭିନ୍ନ ଯୋଳନର ପ୍ରସ୍ତୁତି ଏବଂ ବ୍ରିଜାଇଡିଂ ନିମନ୍ତେ ଏକକ ସ୍ଥାନ ଭାବରେ ଏହି ଅଧିସମ୍ପନ୍ନ କେନ୍ଦ୍ରରେ ଗ୍ରାହକମାନେ ବିଭିନ୍ନ ପ୍ରକାରରେ ଲାଇଫ ଷ୍ଟାଇଲ ଉତ୍ପାଦ କିଣିବାର ଏବଂ ଚୟନ କରିବାର ସୁଯୋଗ ପାଇବେ ।” ଭୁବନେଶ୍ବର ସ୍ଥିତ ନୟାପଲ୍ଲୀର ଆଇଆରସି ଭିଲେଜର ନାମ ଖ୍ୟାରେ ପ୍ରଥମ ମହଲା ଏକ୪ ୨୩୭ରେ ୪୦୨୨ ବର୍ଗଫୁଟ ପରିବ୍ୟାପ୍ତ ଅଂଚଳରେ ଖୋଲିଥିବା ଏହି ମୋନୁମରେ ୭୦୦୦ରୁ ଗର୍ଣ୍ଣ ଜନ୍ମାଦର ସମାର ଗଳିଥିବା ବେଳେ ବିଭିନ୍ନ ଡିଜାଇନର ଅନେକ ମନ୍ତ୍ର-ଅପ ଗ୍ରାହକଙ୍କ ନିମନ୍ତେ ପ୍ରଦର୍ଶିତ ହୋଇଛି । ଦୀର୍ଘ ୬୫ ବର୍ଷ ଧରି ଭାରତରେ ଏକ ସମୃଦ୍ଧ ବ୍ୟବସାୟିକ କାରବାର କରିବା ସହିତ ଏହି ବ୍ରାଣ୍ଡ ବିଭିନ୍ନ ପ୍ରକାରେ ଅଭିନବ ଉତ୍ପାଦ ବନରେ ଟାଇଲ ଉଦ୍ୟୋଗରେ ଏକ ଅଗ୍ରଗାମୀ ହୋଇପାରିଛି । ଭୁବନେଶ୍ବର ସ୍ଥିତ ନୟାପଲ୍ଲୀରେ ସବ୍ୟ ଖୋଲିଥିବା ଏହାର ଅଭିଜ୍ଞସମ୍ପନ୍ନ କେନ୍ଦ୍ରରେ ଏହି ଅଭିନବ ଉତ୍ପାଦଗୁଡ଼ିକୁ ମଧ୍ୟରୁ ଅଧିକାଂଶ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ହେବ । ଏଚ୍ ଆଣ୍ଡ ଆର୍ ଜନସନର ସମସ୍ତ ଉତ୍ପାଦକୁ ଗୋଟିଏ ଛାତ ତଳେ ଏକତ୍ରିତ କରି ଏହି ଅଭିଜ୍ଞ ସସମସ୍ତ ଟାଇଲ ସମ୍ଭାର ରହିଛି।

Leave A Reply

Your email address will not be published.