Browsing Tag

Bhubaneswar news

ନବୀନ ଶାସନରେ ଓଡ଼ିଶା “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ହୋଇଛି : ସଜ୍ଜନ ଶର୍ମା ।

ଭୁବନେଶ୍ୱର, ତା.୦୭/୦୫ ( ପ୍ରତ୍ୟୁଷା ବ୍ୟୁରୋ ) : ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାହାର ହିସାବ…
Read More...

ବିଜେପି ଓଡ଼ିଶାର ସଂକଳ୍ପପତ୍ର ଉନ୍ମୋଚିତ ।

ଭୁବନେଶ୍ୱର: ୦୫ ମଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାଧାରଣ ନିର୍ବାଚନ ପାଇଁ ଦେଶରେ ମାହୋଲ ଜମି ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ ଭାରତୀୟ ଜାତୀୟ ଦଳ ତାର ସଂକଳ୍ପ ପତ୍ର ଉନ୍ମୋଚନ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛି l ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏହା ଉନ୍ମୋଚନ କରିଥିଲେ l…
Read More...

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଭୁବନେଶ୍ବର, 4.05.24 (ପ୍ରତ୍ୟୁଷା ବ୍ୟୁରୋ ):ଭୁବନେଶ୍ୱରରେ ଆସନ୍ତା କାଲି ବିଜେପି ସଂକଳ୍ପ ପତ୍ରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା  ଆସନ୍ତା କାଲି ରାତି ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପ୍ରଧାନମନ୍ତ୍ରୀ ଶ୍ରୀ…
Read More...

ଶାଶ୍ଵତ ଫିଲ୍ମ ପ୍ରଡକ୍ସନ ପ୍ରଥମ ଅବଦାନ ” ଚୁଇଙ୍ଗମ୍ ” ର ଶୁଭ ମହୁରତ ।

ଭୁବନେଶ୍ଵର ୦୨ ମଇ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଶାଶ୍ଵତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଅବଦାନ ଚୁଇଙ୍ଗମ୍ ଫିଲ୍ମର ଶୁଭ ମହୁରତ୍‌ ଟିଏସ୍‌ ଗୁରୁକୁଳ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଡ. ସାରଦା ପ୍ରସାଦ ମିଶ୍ର ଏବଂ ଶ୍ରୀଲେଖା ମିଶ୍ରଙ୍କ ପ୍ରଯୋଜନାରେ ଏହି ଚଳଚିତ୍ରଟି ହେବାକୁ…
Read More...

ସ୍ନାୟୁ ରୋଗ ସଚେତନତାକୁ ବ୍ୟାପକ କଲା କେୟାର ହସ୍ପିଟାଲ ।

ଭୁବନେଶ୍ୱର,୨୬।୪,( ପ୍ରତ୍ୟୁଷା ବ୍ୟୁରୋ ): କେୟାର ହସ୍ପିଟାଲ ପକ୍ଷରୁ ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାର ସ୍ନାୟୁରୋଗରେ ଅକ୍ରାନ୍ତ ହୋଇ କେୟାର ହସ୍ପିଟାଲରେ ସଫଳତାର ସହିତ ଚିକିତ୍ସା ହୋଇଥିବା ରୋଗୀ ଓ…
Read More...

ଅପ୍ରେଲ ୨୫ରୁ ଗ୍ରୀଷ୍ମ ଛୁଟି ଘୋଷଣା ।

ଭୁବନେଶ୍ଵର ୨୧ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ଚଳିତ ଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ…
Read More...

ଏକ୍ସ ଆଇ ଏମ୍ ବି ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 20.04.24 ( ପ୍ରତ୍ୟୁଷା ବ୍ୟୁରୋ): ଜଟଣୀ ନୂଆ କ୍ୟାମ୍ପସରେ ଏକ୍ସ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି l ଟାଟା କେମିକାଲସ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର ମୁକୁନ୍ଦନ୍…
Read More...

ରୁନୟ ପକ୍ଷରୁ ଝାରସୁଗୁଡ଼ାରେ ଅତ୍ୟାଧୁନିକ କ୍ୟାଲସିୟମ ଆଲୁମିନିୟମ ପ୍ଲାଣ୍ଟ ଉଦଘାଟିତ ।

ଭୁବନେଶ୍ୱର, ୧୬ ଏପ୍ରିଲ, ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) : ଆଜି ଝାରସୁଗୁଡାରେ ଏହାର ଅତ୍ୟାଧୁନିକ କ୍ୟାଲସିୟମ୍ ଆଲୁମିନିଟ୍ ପାଂଟର ଉଦଘାଟନ ଘୋଷଣା କରିଛି । ଶିତାଂଚଳରେ ପରିବେଶ ନେତୃତ୍ବ ତଥା ବୈଷୟିକ ପ୍ରଗତି ଦିଗରେ ରୁନାୟାର ଯାତ୍ରାରେ ଏହି ଉନ୍ମୋଚନ ଏକ ପ୍ରମୁଖ ମୁହୂର୍ତ ଅଟେ । ଏହାର…
Read More...

ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦେଶରେ ସଦଭାବନା ବାଜୟ ରହୁ: କ୍ରାନ୍ତି ଇଂଡିଆ

ଭୁବନେଶ୍ଵର: ୧୬ ଏପ୍ରିଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି l ଏହି ସମୟର୍ ଦେଶ ପାଇଁ ଶାନ୍ତି ସଦଭାବନା ଜରୁରୀ ଅଟେ l ଏଣୁ ଏହାକୁ ଦୃଷ୍ଟିରେ ରଖି ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସିକ ବ୍ୟବସ୍ଥା ପର୍ଯ୍ୟନ୍ତ ସତର୍କ ରହିବାକୁ…
Read More...