ବିଜେପି ଓଡ଼ିଶାର ସଂକଳ୍ପପତ୍ର ଉନ୍ମୋଚିତ ।

0 88

ଭୁବନେଶ୍ୱର: ୦୫ ମଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାଧାରଣ ନିର୍ବାଚନ ପାଇଁ ଦେଶରେ ମାହୋଲ ଜମି ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ ଭାରତୀୟ ଜାତୀୟ ଦଳ ତାର ସଂକଳ୍ପ ପତ୍ର ଉନ୍ମୋଚନ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛି l ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏହା ଉନ୍ମୋଚନ କରିଥିଲେ l କାର୍ଯ୍ୟକ୍ରମର ଦଳ ଆସନ୍ତା ପାଞ୍ଚ ବର୍ଷରେ କ ‘ଣ କରିବ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସମୀର ମହାନ୍ତି ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ, ବିମ୍ବାଧର କୁଅଁର, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ମଞ୍ଚାସିନ ଥିଲେ l ଉତ୍ସବରେ ପୃଥିରାଜ ହରିଚନ୍ଦନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l

Leave A Reply

Your email address will not be published.