Browsing Tag

Breakingnews

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିବେଦନ ।

ଭୁବନେଶ୍ୱର ୨୩/୧୦/୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ…
Read More...

ପଞ୍ଚାୟତ , ବିଦ୍ୟାଳୟ, ସମ୍ପ୍ରଦାୟ ସ୍ତରରେ ବାଲ୍ୟ ବିବାହ ନିରୋଧ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ।

ଭୁବନେଶ୍ଵର ୨୧/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୋର୍ଟ ପଞ୍ଚାୟତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା…
Read More...

ସରକାରଙ୍କ ଉଦାସୀନତା ବିରୋଧରେ ଏମ ଆର୍ ଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଭୁବନେଶ୍ଵର ,୨୧ ଅକ୍ଟୋବର ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାତ ବର୍ଷ ଧରି ମେଡିସୀନ ରିପ୍ରେଜେନ୍ଟିଭ ମାନେ ସରକାରଙ୍କ ଉଦାସୀନତା ଯୋଗୁଁ ନିର୍ଯାତିତ ନିଷ୍ପେସିତ ହୋଇଆସୁଛନ୍ତି। ବାରମ୍ୱାର ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ ଏଣୁ…
Read More...

ଅରୁନ୍ଧତୀ ଜୁଏଲର୍ସର ନୂତନ ଓ ବୃହତ୍ତ ଅତ୍ୟାଧୁନିକ ନୂତନ ଫ୍ଲାଗସିପ ସୋରୁମ ଉଦଘାଟିତ ।

ଭୁବନେଶ୍ଵର , ୨୦/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିଜ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବାପାଇଁ ତା ୨୦ ଅକ୍ଟୋବରରେ ଉଦଘାଟିତ ହୋଇଯାଇଛି | ଚଳିତ ପାର୍ବଣ ମହୋତ୍ସବରେ ତଥା ନିଜ ଗ୍ରାହକ…
Read More...

ପ୍ରକାଶ ପାଇଛି 2022-23 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ।

ଭୁବନେଶ୍ବର, 20.10.24 ( ପ୍ରତ୍ୟୁଷା ବ୍ୟୁରୋ) ନରସିଂହପୁର ପାଇଁ ଗର୍ବ ପ୍ରକାଶ ପାଇଛି 2022-23 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଏଥିରେ ନରସିଂହପୁର ନିଜିଗଡ଼ ବାଲିସାହି ଗ୍ରାମର ବିଦ୍ୟାଧର ପାତ୍ର, ବିଜୟ ଲକ୍ଷ୍ମୀ ପାତ୍ର ଙ୍କ ପୁଅ ମନ୍ମଥ ପାତ୍ର ସଫଳତାର ସହିତ କୃତକାର୍ଯ୍ୟ…
Read More...

ହୋଟେଲ ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ ।

ଭୁବନେଶ୍ବର : ୧୮/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଂହ ଇଣ୍ଡିଆ-ୱେଡିଙ୍ଗ୍ କଲେଜନ୍” ଥମ୍ ମହିତ ପାର୍ବଣ ଋତୁର ଚାହିଁବାକୁ ପୂରଣ କରିବା ପାଇଁ ନିଜର ଏଥେନିକ୍ ଷ୍ଟେଟସ୍, ପାରମ୍ପରିକ ସିହ ଓ କଟନ ଉତ୍ପାଦଗୁଡିକୁ…
Read More...

ଦଶହରାରେ ମୁକ୍ତିଲାଭ କରିବ ଦୁର୍ଗା ।

ଭୁବନେଶ୍ବର, 29.09.24 ( ପ୍ରତ୍ୟୁଷା ବ୍ୟୁରୋ):ଅନସମିସ୍ ପ୍ରଡକ୍ସନ ବ୍ୟାନରରେ ପରଦାକୁ ଆସୁଛି ଚଳଚ୍ଚିତ୍ର " ଦୁର୍ଗା " । ଏ ସମ୍ପର୍କରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ପ୍ରଯୋଜକ ପ୍ରୀତମ୍ ସାହୁ ଓ ନିର୍ଦ୍ଦେଶକ ତାପସ ସରଘରିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତ "ଦୁର୍ଗା " ଏକ ଭିନ୍ନ…
Read More...

ହୃଦୟ ଦିବସର ସଚେତନତା ଆଣିଲା ସନ୍ ସାଇନ୍ ହସ୍ପିଟାଲ୍ ।

ଭୁବନେଶ୍ଵର ୨୯/୯/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ):ହୃଦୟ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ବର୍ଷ ଦୁନିଆରେ ପ୍ରାୟ ୨ କୋଟି ଲୋକ ମୃତ୍ୟୁ ବରଣ କରୁଛନ୍ତି। ଭାରତରେ ମଧ୍ୟ ପ୍ରତିଦିନ ୫ ରୁ ୬ ଜଣ ଲୋକ ମୃତ୍ୟୁବରଣ କରୁଛନ୍ତି। ଏଣୁ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯକ୍ରମ…
Read More...