ସରକାରଙ୍କ ଉଦାସୀନତା ବିରୋଧରେ ଏମ ଆର୍ ଙ୍କ ବିକ୍ଷୋଭ ପ୍ରଦର୍ଶନ ।

0 10

ଭୁବନେଶ୍ଵର ,୨୧ ଅକ୍ଟୋବର ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାତ ବର୍ଷ ଧରି ମେଡିସୀନ ରିପ୍ରେଜେନ୍ଟିଭ ମାନେ ସରକାରଙ୍କ ଉଦାସୀନତା ଯୋଗୁଁ ନିର୍ଯାତିତ ନିଷ୍ପେସିତ ହୋଇଆସୁଛନ୍ତି। ବାରମ୍ୱାର ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ ଏଣୁ ସେମାନଙ୍କ ଦାବୀ ପୂରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସଂଘ ଚେତାବନୀ ଦେଇଛି। ଶୁଣନ୍ତୁ କଣ କହିଛନ୍ତି ସଂଘର ସାଧାରଣ ସଂପାଦକ ।

Leave A Reply

Your email address will not be published.