ପ୍ରକାଶ ପାଇଛି 2022-23 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ।

0 14

ଭୁବନେଶ୍ବର, 20.10.24 ( ପ୍ରତ୍ୟୁଷା ବ୍ୟୁରୋ)

ନରସିଂହପୁର ପାଇଁ ଗର୍ବ ପ୍ରକାଶ ପାଇଛି 2022-23 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଏଥିରେ ନରସିଂହପୁର ନିଜିଗଡ଼ ବାଲିସାହି ଗ୍ରାମର ବିଦ୍ୟାଧର ପାତ୍ର, ବିଜୟ ଲକ୍ଷ୍ମୀ ପାତ୍ର ଙ୍କ ପୁଅ ମନ୍ମଥ ପାତ୍ର ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି OPSC Odisha civil services 2022-23 Rank -3

Leave A Reply

Your email address will not be published.