Browsing Tag

Current news

ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ବିଶ୍ବ ଲିଭର ଦିବସ ଅବସରରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ଚକ୍ର…

ଭୁବନେଶ୍ବର ୧୯ ୦୪ ( ପ୍ରତ୍ୟୁଷା ବ୍ୟୁରୋ )ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ୟୁନିଟ ୯ ମଧୁସୂଦନ ମାର୍ଗର ମହାବୁଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଠାରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୫୦ରୁ
Read More...

ଭୁବନେଶ୍ୱରରେ ସେନେସ ଶୋ ‘ରୁମର ଶୁଭାରମ୍ଭଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଯୋଗଦାନ ।

ଭୁବନେଶ୍ୱର, 12.04.25 ( ପ୍ରତ୍ୟୁଷା ବ୍ୟୁରୋ ) : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ\'ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ ପାଇଁ
Read More...

କ୍ଷୁଦ୍ର ମଧ୍ୟମ ସାମ୍ବାଦପତ୍ରରୁ ଜାଣି ହୁଏ ସବୁ ସ୍ଥାନର ଖବର ଓଡ଼ିଆ ସାପ୍ତାହିକୀ ” ଦେଶ ବିଦେଶ “ର…

ଭୁବନେଶ୍ୱର , ୧୦ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ )ରାଜ୍ୟର ଅଗ୍ରଣୀ ଓଡ଼ିଆ ସାପ୍ତାହିକୀ " ଦେଶ ବିଦେଶ "ର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ବର୍ଷୀୟାନ ନେତା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଦେଶ ବିଦେଶ ର ଏକାଦଶ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇ
Read More...

ବ୍ରାହ୍ମଣମାନେ ହେଉଛନ୍ତି ପ୍ରକୃତ ଦଳିତ

ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଜାତି ଶ୍ରେଷ୍ଠ ବ୍ରାହ୍ମଣ ମାନଙ୍କ ସମ୍ପର୍କରେ ଏକ ପୋଷ୍ଟ କରି ଯାହା ଲେଖିଛନ୍ତି ତାହା ଚିନ୍ତା ଜନକ। ଏ ବିଷୟରେ ବର୍ତ୍ତମାନ ତର୍ଜମା କରିବାର ବେଳ ଆସିଛି।ଶ୍ରୀ ଗଡକରୀ ଟ୍ୱିଟ୍ କରି କହିଛନ୍ତି ଯେ
Read More...

ପଣ୍ଡିଆନଙ୍କୁ ସମାଲୋଚନା ନ କରିବାକୁ ପରାମର୍ଶ ଦେଲେ ନବୀନ ।

ଭୁବନେଶ୍ୱର, ୧୦ ଏପ୍ରିଲ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ "ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ସେ ଗତ ଦଶ
Read More...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଢୁଛି ଚର୍ଚ୍ଚା ।

ଭୁବନେଶ୍ୱର, 05.04.25 ( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟରେ ଏବେ ପାଣ୍ଡିଆନ ଦମ୍ପତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ନିକଟରେ ଭାରତୀୟ ପ୍ରଶାସନ ସେବାରୁ ଆଇ ଏ ଏସ ସୁଜାତା ରାଉତ ଓରଫ କାର୍ତ୍ତିକେୟନ ସ୍ଵେଛାକୃତ ଅବସର ନେଲେ। ପୂର୍ବରୁ ତାଙ୍କ ସ୍ୱାମୀ ଭି କେ ପାଣ୍ଡିଆନ ଅବସର ନେଇ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଐତିହ୍ୟ ଗଣଦୌଡ଼ର ଆୟୋଜନ ।

ଭୁବନେଶ୍ୱର ୫ ଏପ୍ରିଲ, ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ
Read More...

ସଂଗୀତ ଯାଦୁରେ ମନ ମୋହୁଛନ୍ତି ଅପୂର୍ବା ।

ଭୁବନେଶ୍ୱର, 05.04.25 ( ପ୍ରତ୍ୟୁଷା ବ୍ୟୁରୋ ) : କୁନି କଳିକା ଅପୂର୍ବା ସଂଗୀତ ଯାଦୁରେ ଶ୍ରୋତାଙ୍କ ମନ ମୋହୁଛନ୍ତି। ସଂଗୀତ ଗୁରୁ ରଜନୀ କାନ୍ତ ମହାପାତ୍ରଙ୍କ ପ୍ରେରଣାରେ ଉଦୟ ସଂଗୀତାୟାନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତାଙ୍କର ସଂଗୀତ ପରିବେଷଣ ଶୈଳୀ ଶ୍ରୋତାଙ୍କ ମନରେ ଉଙ୍କି ମାରିଛି।
Read More...