ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ସମୀକ୍ଷା

0 160

ଭୁବନେଶ୍ୱର : ୩୦/୭( ପି ଏନ ଏସ ) :ରାଜ୍ୟରେ ବିଶେଷକରି ଉତ୍ତର ଓଡିଶାରେ ପ୍ରବାହିତ ନଦୀ ଗୁଡିକରେ ବନ୍ୟା ଦେଖା ଦେଇଛି। ଏହାକୁ ନେଇ ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ବନ୍ୟା ପ୍ରଭାବିତ ହେବା ଓ ତତ୍ପରବର୍ତ୍ତୀ ଅବସ୍ଥା ର ଆକଳନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.