Browsing Tag

Odisha current news today

୧୬ରୁ ତିନି ଦିନ ରାଜ୍ୟ ସ୍ତରୀୟ ମତ୍ସ୍ୟ – ପ୍ରାଣୀ ସମାବେଶ ।

ଭୁବନେଶ୍ୱର, ୧୨-୦୨-୨୦୨୪( ପ୍ରତ୍ୟୁଷା ବ୍ୟୁରୋ) ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶାରେ ପ୍ରଥମଥର ରାଜ୍ୟ ସରକାର ଆୟୋଜନ କରିଛନ୍ତି l ଏଥିରେ ଓଡ଼ିଶାର ଗ୍ରାମାଞ୍ଚଳରେ ବହୁସଂଖ୍ୟକ ଲୋକ ଜୀବିକା ଓ ଉପାର୍ଜନ ପାଇଁ ସୁବିଧା ପାଇବେ ବୋଲି ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ
Read More...

ଫେବୃଆରୀ ୧୦ ରୁ ୧୯ ଫେଲେରିଆ ନିରାକରଣ ଅଭିଯାନ ସାମୁହିକ କରିବା ଔଷଧର ସେବନ ।

ଭୁବନେଶ୍ଵର ୦୬/୦୨/୨୪( ପ୍ରତ୍ୟୁଷା ବ୍ୟୁରୋ ) : ଫେଲେରିଆ ନିରାକରଣ ଅଭିଯାନ ସଂକଳ୍ପ ନେଇ ରାଜ୍ୟ ସରକାର ଫେବୃଆରୀ ୧୦ ତାରିଖ ରୁ ୧୯ ପର୍ଯ୍ୟନ୍ତ କାର୍ଯକ୍ରମ ଆୟୋଜନ କରିଛନ୍ତି l ଏହାକୁ ସଫଳ କରିବାକୁ ଆୟୋଜକ ରାଜ୍ୟ ସରକାରଙ୍କ ସହ ଗ୍ଲୋବାଲ ହେଲଥ ଷ୍ଟାଟେଜି ଏଵଂ ପି ସି ଆଇ ସହଯୋଗ
Read More...

୯ ରୁ ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ ।

ଭୁବନେଶ୍ଵର ୦୭ /୦୨/ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଆର୍ଟ ଭିଜନର ସହଯୋଗରେ ଆସନ୍ତା ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ । ଯେଉଁ ଓଡିଆ ଭାଷା ଆମ ଅସ୍ଥିତାର ପରିଚୟ, ସେହି ଭାଷା ହିଁ ଆମ
Read More...

ଓଡ଼ିଶା ଟ୍ରାଭେଲ ବାଜାର ୨୦୨୪ରେ ପ୍ରଦର୍ଶନୀ ଓ ବି୨ବି କାର୍ଯ୍ୟକ୍ରମ ଆରମ୍ଭ କୋଣାର୍କ ।

କୋଣାର୍କ, 07/02/24 ( Pratyusha Bureau): ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ଆୟୋଜିତ ୫ମ ଓଡ଼ିଶା ଟ୍ରାଭେଲ ବାଜାର ୨୦୨୪ ଅବସରରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡା. ଲେନିନ ମହାନ୍ତି ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ଶ୍ର୍ରୀ ସଚିନ ରାମଚନ୍ଦ୍ର
Read More...

୧୧ରେ ୧୦୦ କ୍ୟୁବ ଷ୍ଟାର୍ଟ – ଅପ ଅଭିଯାନ ହେବ ଆରମ୍ଭ ।

ଭୁବନେଶ୍ୱର ୦୫/୦୨( ପ୍ରତ୍ୟୁଷା ବ୍ୟୁରୋ ) ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ବିକାଶ ପାର୍କ ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ୧୦୦ କୋଟି ଟଙ୍କାର
Read More...

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ ।

ଭୁବନେଶ୍ବର, 3.2.୨୪ ( ପ୍ରତ୍ୟୁଷା ବ୍ୟୁରୋ) : ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ
Read More...