ଚାନ୍ଦି ଭଣ୍ଡାରରେ ଅକ୍ଷୟ ତୃତୀୟା ଅଫର ।

0 28

ଭୁବନେଶ୍ୱର: ୦୨ ଅପ୍ରେଲ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ) ଭାରତୀୟଙ୍କ ହୃଦୟରେ ଅକ୍ଷୟ ତୃତୀୟାର ସ୍ବତନ୍ତ୍ର ସ୍ଥାନ ରହିଛି। ଏହା ନୂତନ ଆରମ୍ଭ ଏବଂ ସମୃଦ୍ଧିରଏକ ଦିନ। ପରମ୍ପରା ଅନୁସାରେ, ଭାରତୀୟମାନେ ଅର୍ଥପୂର୍ଣ୍ଣ କ୍ରୟ କରି ଏହି ଦିନକୁ ପାଳନ କରିଥାନ୍ତି । ବିଶ୍ଵାସରହିଥାଏ ଯେ, ଏହାଦ୍ଵାରା ବ୍ୟକ୍ତିଙ୍କ ଜୀବନରେ ଧନ ଏବଂ ସମ୍ପତ୍ତି ଆସିଥାଏ ।ଏହି ପବିତ୍ର ଅବସରରେ ଚାନ୍ଦି ଭଣ୍ଡାର ବ୍ୟାପକ ରୁପା ସାମଗ୍ରୀ ପାଇଁ ନିଜକୁ ଏକ ପୂର୍ଣ୍ଣାଙ୍ଗ ସ୍ଥଳ ଭାବେ ଉପସ୍ଥାପନକରିଛି। ଗହଣା ଏବଂ କଳାକୃତ୍ତିଗୁଡ଼ିକର ବ୍ୟାପକ ଡିଜାଇନ୍ ଏବଂ ବିସ୍ତୃତ ସମ୍ଭାର ଗୋଟିଏ ଛାତ ତଳେ ଉପଲବ୍ଧକରାଇଛି । ଅତୁଳନୀୟ ଶୁଦ୍ଧତା ଏବଂ କାରିଗରୀ ପାଇଁ ଜଣା ଏହି ବ୍ରାଣ୍ଡ ପିଢ଼ି ପରେ ପିଢ଼ି ଏକ ଭରସାଯୋଗ୍ୟ ପସନ୍ଦପାଲଟିଛି।ପ୍ରତ୍ୟକ ବୟସ ଏବଂ ଅବସର ପାଇଁ ଡିଜାଇନ ହୋଇଥିବା ଏ ସମ୍ଭାରଗୁଡ଼ିକ ଉଭୟ ଷ୍ଟାଇଲ ଏବଂ ବିବିଧତାକୁ ପ୍ରତିଫଳିତକରୁଛି। ମହିଳାମାନଙ୍କ ପାଇଁ ଜିକନ୍‌ଚିତ ନେକଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍‌ଲେଟ୍ ଏବଂ ପାଉଁଜିରଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ୍ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ ।ପୁରୁଷଙ୍କ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍‌ଲେଟ୍,ମୁଦି, କଫ୍‌ଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିଡ୍‌ସ କଲେକ୍ସନ ଉପଲବ୍ଧ ।ଗହଣା ଏବଂ ପାରମ୍ପରିକ ରୁପାସାମଗ୍ରୀ ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାରମ୍ପରିକ ରୁପାଆଇଟମ୍ ସହିତ ଏଠାରେ ପରିବର୍ଦ୍ଧିତ ଲାଇଫଷ୍ଟାଇଲ୍ ସେକ୍ସନ ରହିଛି। ରୁପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂଅତି ସୁନ୍ଦର ଚା’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍‌ନେସ୍ ଫାଇଦା ପ୍ରଦାନ କରି ନ ଥାଏ,ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ । ଏ କଲେକ୍ସନରେ ମଧ୍ୟ ରହିଛି ଉଡେନ ସିଲଭର-ୱାର୍କ ଟ୍ରେ ଏବଂସୁନ୍ଦର ଲାଇଫ୍ରିଷ୍ଟାଇଲ୍ ପିସ୍।

Leave A Reply

Your email address will not be published.