Browsing Tag

Viral news

ଜନଜାତି ସୁରକ୍ଷା ମଞ୍ଚ, ଓଡିଶା ତରଫରୁ ବିଶାଳ ଜନଜାତି ସମାବେଶ

: ଭୁବନେଶ୍ବର, 25.07.23 (ପ୍ରତ୍ୟୁଷା ବ୍ୟୁରୋ):ଜନଜାତି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ ବିଶାଳ ଭବ୍ୟ ଡିଲିଣ୍ଟିଂ ପାଇଁ ୩ଟି ଶୋଭାଯାତ୍ରା ସକାଳ ୧୦.୩୦ ମି.ରେ ଭୁବନେଶ୍ଵରର ଶ୍ରୀରାମ ମନ୍ଦିର, ସହୀଦ ନଗରର ଦୁର୍ଗାପୂଜା ମଣ୍ଡପରୁ ବାହାରି ରୁପାଲି ଛକ, ଆଚାର୍ଯ୍ୟ ବିହାର, ଆପୋଲୋ…
Read More...

ନବୀନ ନିବାସରେ ନବୀନଙ୍କୁ ଭେଟିଲେ ଦିଦି

ଭୁବନେଶ୍ୱର 23/3( ପ୍ରତ୍ୟୁଷା ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବନ୍ଦୋପାଧ୍ୟୟ ବାନାର୍ଜୀ ଆଜି ଅପରାହ୍ନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଏହି ଅବସରରେ ନବୀନ…
Read More...

ଶ୍ରୀମନ୍ଦିରରେ ହୋଲି ପର୍ବ

ପୁରୀ 07/3 ( ପ୍ରତ୍ୟୁଷା ବ୍ୟୁରୋ ):ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇଥାଏ ଏହାପରେ ପାଳିଆ ମେକାପ ଭଣ୍ଡାର ଘରୁ ଅଧିବାସ ହୋଇଥିବା ଚନ୍ଦନ ବିଜେ କରି ନେଇଥାନ୍ତି । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉଙ୍କ ସର୍ବାଙ୍ଗ ନୀତି କରିଥାନ୍ତି । ଏହା ଉତ୍ତରାରେ ଶ୍ରୀ ଦେବୀ ଓ ଭୂଦେବୀ…
Read More...

ଖୋଲାଫର୍ଦ ପ୍ରକାଶ କରେ ଖୋଲା କଥା
ସାପ୍ତାହିକରୁ ହେବ ଖୁଵ ଶୀଘ୍ର ଦୈନିକ

ଭୁବନେଶ୍ୱର 26/02 ( ପ୍ରତ୍ୟୁଷା ବ୍ୟୁରୋ )ଦୀର୍ଘ ବତିଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ସବୁଜ ଓଡିଶା ର ଖୋଲା ଫର୍ଦ ଆଜି ହୋଟେଲ ନ୍ୟୁ ମାରିୟନ ଠାରେ ତା 'ରପୂର୍ତ୍ତି ଉତ୍ସବ ପାଳନ ପାଳନ କରିଛି l ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର , ସାଂସଦ ମୁନା…
Read More...