ଭୁବନେଶ୍ୱର 10/4( ପ୍ରତ୍ୟୁଷାନ୍ୟୁଜ ) ତନିସ୍କ ପାର୍ଟନରସିପ କାରେଟଲେନ ସୌଭାଗ୍ୟନଗର ବ୍ରାଞ୍ଚ ସୋମବାର ପୂର୍ବାହ୍ଣରେ ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ଯୋଗ ଦେଇ ସୋରୁମର ସାତ୍ବାଧୀକାରୀ ମାଣିକ ହଂସ କାରେଟ ଲାଇନ ସମ୍ପର୍କରେ ସୂଚନା ଦେଇଥିଲେ l ଏହି ଅବସରରେ ମାଲିକାନା ସଂସ୍ଥା ପକ୍ଷରୁ ହଂସ ପରିବାରର ସଦସ୍ୟ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ l ଆସନ୍ତୁ ଶୁଣିବା କ’ ଣ କହୁଛନ୍ତି ଶ୍ରୀ ହଂସ ଓ ଟାଟା ଉତ୍ପାଦର ଅଧିକାରୀ l
