ବେରୋଜଗାରୀ ଯୁବବର୍ଗ ସରକାରକୁ ଦେଵେ ଚେତାବନୀ

0 287

ଭୁବନେଶ୍ୱର 02/4 ( ପ୍ରତ୍ୟୁଷା ନ୍ୟୁଜ ) ଦେଶରେ ଏବେ 40%ରୁ ଅଧିକ ଯୁବ ବର୍ଗ l ଏ ମାନଙ୍କ ସଂଖ୍ୟା 30 କୋଟିରୁ କମ ନୁହେଁ ମାତ୍ର ଏହି ବିଶାଳ ଜନ ଭାଗ ଆଜି ବେକାର ଦେଶରେ ଆଜି ଯେଉଁ ସରକାର ଗଢ଼ା ଯାଇଛି ତାହା ଏହି ଯୁବ ଯୁବତୀ ଙ୍କ ଭୋଟ l ଭୋଟ ପାଇ ସରକାର ଗଢିବା ପରେ ଏମାନେ ଆମ କଥା ଭୁଲିଗଲେ ଏଣୁ ତାଙ୍କୁ ଏହା ମନ ପକାଇବାକୁ ଆମେ ଯୁବ ଗୋଷ୍ଠୀ ଗଢ଼ିଛୁ ଭାରତୀୟ ବେରୋଜଗାର ମୋର୍ଚ୍ଚା l ଏହାର ପ୍ରଥମ କାର୍ଯ୍ୟକ୍ରମ ବେରୋଜଗାର ସଂସଦ ଆସନ୍ତା 7 ତାରିଖରେ କଟକରେ ଏହା ଅନୁଷ୍ଠିତ ହେବ ବୋଲି କହିଛନ୍ତି ଓଡିଶାର କର୍ମକର୍ତ୍ତା।

Leave A Reply

Your email address will not be published.