ଚାଷୀଙ୍କୁ ଜୀବିକା ଯୋଗାଉଛି ଆଇ ସି ଆର ଏ ଏଫ

0 147

ଭୁବନେଶ୍ୱର 12/4( ପ୍ରତ୍ୟୁଷା ବ୍ୟୁରୋ ) ଓଡିଶା ସରକାର ଓ ଆଇ ସି ଆର ଏ ଏଫ ଚାଷୀଙ୍କ ଆର୍ଥିକ ମାନଦଣ୍ଡରେ ପରିବର୍ତ୍ତନ ପାଇଁ ଉଦ୍ୟମ ଜାରି ରଖିଛନ୍ତି l ଜଙ୍ଗଲ ଜମିରେ ଫସଲ କରି ଜଙ୍ଗଲ ସୁରକ୍ଷା ସହିତ ସବୁଜିମା ବଢାଇବା ଆଗ୍ରୋଫରେଷ୍ଟ୍ରି ପ୍ରକଳ୍ପର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ଆଇ ଏ ଏସ l ସେ କହିଛନ୍ତି ଏଥି ପାଇଁ ରାଜ୍ୟ ସରକାର ବଜେଟରେ ପଚାଶ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି l ଏହି ଅବସରରେ ସି ଆଇ ଏଫ ଓ ଆର – ଆଇ ସି ଆର ଏ ଏଫ ର କଣ୍ଟ୍ରି କୋର୍ଡ଼ିନେଟର ଡ଼ ଶିବ କୁମାର ଧ୍ୟାନୀ ପ୍ରକଳ୍ପ ଉପରେ ମତ ରଖି ଚାଷୀଙ୍କ ଉର୍ନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ କହିଥିଲେ।

Leave A Reply

Your email address will not be published.