Browsing Tag

Pratyusha News

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚମକାଇଲେ ଝିଅ

ଭୁବନେଶ୍ବର, 26.06.24 ( ପ୍ରତ୍ୟୁଷା ବ୍ୟୁରୋ):ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ । ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି
Read More...

ଆମ୍ରି ଏବେ ମଣିପାଲ୍ ହସ୍ପିଟାଲ୍ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଳିଷ୍ଠ ପରିଚୟ ।

ଭୁବନେଶ୍ୱର, ୨୨ ମଇ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଭାରତର ଦ୍ଵିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ବରର ୪୦୦ ଶଯ୍ୟା ବିଶିଷ୍ଟ ଆଗ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ ୨୨ ତାରିଖରୁ
Read More...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ।

ଭୁବନେଶ୍ୱର,୨୦/୦୫/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ତଥା ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଆଜି
Read More...

ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ୱର, ତା.୦୯/୦୫ ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ । ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୁର ଓଡ଼ିଶା । ଓଡ଼ିଶାରେ ଦୀର୍ଘ ୨୫ବର୍ଷ ବିଜେଡି ସରକାରରେ ରହିଛି । ମୁଣ୍ଡ ପିଛା ଆୟରେ ଓଡ଼ିଶା ୨୫ନମ୍ବରରେ ଅଛି । ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ୨୦୨୪ ରିପୋର୍ଟ
Read More...

ମୋଦି ଗ୍ୟାରେଂଟି ନେଇ ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

ଭୁବନେଶ୍ୱର, ତା.୦୯/୦୫ ( ପ୍ରତ୍ୟୁଷା ବ୍ୟୁରୋ ): ବିଜୁ ଜନତା ଦଳର ‘ଏକ୍ସପାରି ଡେଟ୍‌’ ହେଉଛି ଜୁନ ୪ତାରିଖ । ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ହେବ । ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ଗ୍ୟାରେଂଟି ନେଇ ଆସନ୍ତା କାଲି
Read More...

ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍‌ର…

ଭୁବନେଶ୍ୱର , 09/05/24 ( ପ୍ରତ୍ୟୁଷା ) : ଡାବର କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଶକ୍ତି ଓ
Read More...

ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ।

ଭୁବନେଶ୍ୱର, 8.05.24 ( ପ୍ରତ୍ୟୁଷା ବ୍ୟୁରୋ ) : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+\' ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି
Read More...

ନବୀନ ଶାସନରେ ଓଡ଼ିଶା “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ହୋଇଛି : ସଜ୍ଜନ ଶର୍ମା ।

ଭୁବନେଶ୍ୱର, ତା.୦୭/୦୫ ( ପ୍ରତ୍ୟୁଷା ବ୍ୟୁରୋ ) : ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାହାର ହିସାବ
Read More...

ବିଜେପି ଓଡ଼ିଶାର ସଂକଳ୍ପପତ୍ର ଉନ୍ମୋଚିତ ।

ଭୁବନେଶ୍ୱର: ୦୫ ମଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାଧାରଣ ନିର୍ବାଚନ ପାଇଁ ଦେଶରେ ମାହୋଲ ଜମି ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ ଭାରତୀୟ ଜାତୀୟ ଦଳ ତାର ସଂକଳ୍ପ ପତ୍ର ଉନ୍ମୋଚନ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛି l ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏହା ଉନ୍ମୋଚନ କରିଥିଲେ l
Read More...

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଭୁବନେଶ୍ବର, 4.05.24 (ପ୍ରତ୍ୟୁଷା ବ୍ୟୁରୋ ):ଭୁବନେଶ୍ୱରରେ ଆସନ୍ତା କାଲି ବିଜେପି ସଂକଳ୍ପ ପତ୍ରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା  ଆସନ୍ତା କାଲି ରାତି ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପ୍ରଧାନମନ୍ତ୍ରୀ ଶ୍ରୀ
Read More...