ଓଡ଼ିଶା ବଜାରରେ ଶୁଭାରମ୍ଭ ହେଲା ରଣବୀର ସିଂହଙ୍କ ଦ୍ଵାରା ସହ-ପ୍ରତିଷ୍ଠିତ ଏବିଡ଼ି ମାଏଷ୍ଟ୍ରୋର ୪ ଟି ଉତ୍ପାଦ ।

0 19

ଭୁବନେଶ୍ୱର: ୦୩ ଜୁନ, ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ଏବିଡ଼ି ମାଏଷ୍ଟ୍ରୋ ପ୍ରାଇଭେଟ ଲିମିଟେଡ଼, ଆଲାଇଡ୍ ବ୍ଲେଣ୍ଡର୍ସ ଆଣ୍ଡ ଡ଼ିଷ୍ଟିଲର୍ସଲିମିଟେଡ଼ (ଏବିଡ଼ି)ର ଯାହାକି ସୁପର ପ୍ରିମିୟମ ଏବଂ ଲମ୍ବୁରି ସ୍ପିରିଟ୍ଟର ସହଯୋଗୀ କମ୍ପାନୀ, ଆଜି ଭୁବନେଶ୍ଵର ଠାରେଏଓଡ଼ିଏଚ୍ ଆଇରିସ୍ ୱିସ୍କି, ଉଡ଼ବର୍ଣସ ଇଣ୍ଡିଆନ ମାଲୁ, ୟେଲୋ ଡ଼ିଜାଇନର ଦ୍ଦିଷ୍ଟି ଏବଂ ରଙ୍ଗିଲା କଣ୍ଟେମ୍ପୋରାରୀଇଣ୍ଡିଆନ୍ ଭୋଡ଼କାର ଶୁଭାରମ୍ଭ ସହିତ ଓଡ଼ିଶା ବଜାରରେ ନିଜର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି ।ଏହି ଶୁଭାରମ୍ଭ ଏବିଡ଼ି ମାଏଷ୍ଟୋର ରଣନୀତିକ ବଜାର ସମ୍ପ୍ରସାରଣ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି,ଯାହା ଉଚ୍ଚ ସମ୍ଭାବନା ବିଶିଷ୍ଟ ବଜାର ଗୁଡ଼ିକରେ କମ୍ପାନୀର ଉପସ୍ଥିତିକୁ ଅଧ‌ିକ ମଜବୁତ କରୁଛି । ଏହି ପଦକ୍ଷେପ କ୍ରମାଗତଭାବେ ପରିବର୍ତ୍ତିତ ଭାରତୀୟ ଗ୍ରାହକମାନଙ୍କ ପାଇଁ ସାଂସ୍କୃତିକ ଭାବେ ଗ୍ରହଣୀୟ ଏବଂ ଭବିଷ୍ୟତ-ମୁଖୀ ପ୍ରିମିୟମ ସ୍ପିରିଟରଏକ ପୋର୍ଟଫୋଲିଓ ପ୍ରସ୍ତୁତ କରିବା ପାଇଁ କମ୍ପାନୀର ଦୂରଦୃଷ୍ଟିକୁ ପ୍ରତିଫଳିତ କରେ ।ସୁପରଷ୍ଟାର ଅଭିନେତା ତଥା ଉଦ୍ୟୋଗୀ ରଣବୀର ସିଂହ ଏହାର ସହ-ପ୍ରତିଷ୍ଠାତା ଏବଂ କ୍ରିଏଟିଭ ପାର୍ଟନର ( ସୃଜନଶୀଳସହଯୋଗୀ) ଭାବରେ ରହିଥ‌ିବାରୁ, ଏବିଡ଼ି ମାଏସ୍କୋ ଆଧୁନିକ ବିଳାସିତା କ୍ଷେତ୍ରକୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରୁଛି ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ଏଭଳି ବ୍ରାଣ୍ଡ ପ୍ରଦାନ କରିବା, ଯାହା ଉତ୍କୃଷ୍ଟ କାରୁକାର୍ଯ୍ୟରେ ସମୃଦ୍ଧ ହେବାସହ ଏକ ସ୍ପଷ୍ଟ ଏବଂ ପ୍ରାମାଣିକ କାହାଣୀ ବହନ କରୁଥିବ ।-ଓଡ଼ିଶାରେ ଉପଲବ୍ଧ ହେଉଥ‌ିବା ଏବିଡ଼ି ମାଏସ୍କୋ ପୋର୍ଟଫୋଲିଓ ଟରୋଟି ଭିନ୍ନ ବ୍ରାଣ୍ଡକୁ ଏକତ୍ରିତ କରିଛି, ଯାହାରପ୍ରତ୍ୟେକର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଏଓଡ଼ିଏଚ୍ ଆଇରିସ ସ୍ଵିସ୍କି ଏହା ତିନିଥର ପରିଶୋଧନ ପ୍ରକ୍ରିୟା ମାଧ୍ୟମରେଏହାର କୋମଳତା ଏବଂ ସୂକ୍ଷ୍ମ କାରୁକାର୍ଯ୍ୟର ଅନୁଭୂତି ପ୍ରଦାନ କରେ; ଉତ୍ସବÓସ କଣ୍ଟେମ୍ପୋରାରୀ ଇଣ୍ଡିଆନ ମାଲ୍ଡ ସ୍ଵିସ୍କି -ଏହି ବ୍ରାଣ୍ଡ ଯାହାକି ପ୍ରତିଷ୍ଠିତ ଏବଂ ବିଶ୍ଵସ୍ତରୀୟ ପୁରସ୍କାର ଜିତିସାରିଛି; ୟେଲୋ ଡ଼ିଜାଇନର ସ୍ଵିସ୍କି – ଆଧୁନିକ ଭାରତୀୟରୁଚିକୁ ଦୃଷ୍ଟିରେ ରଖୁ ପ୍ରସ୍ତୁତ କରାଯାଇଥିବା ଏହା ସ୍କଚ୍ ଏବଂ ଭାରତୀୟ ମାଲ୍ଡର ଏକ ସାହସିକ ତଥା ଦୃଢ଼ ଆନ୍ତଃ-ମହାଦ୍ଵିପୀୟ ମିଶ୍ରଣ ଅଟେ; ରଙ୍ଗୀତା କଣ୍ଟେମ୍ପୋରାରୀ ଇଣ୍ଡିଆନ୍ ଭୋଡ଼କା – ଏକ ରଙ୍ଗୀନ ଏବଂ ଭାବପ୍ରବଣ ବ୍ରାଣ୍ଡଅନୁଭୂତି ମାଧ୍ୟମରେ ଦେଶର ଉତ୍ସଶିତ ସ୍ପନ୍ଦନ ବା ଉତ୍ସାହକୁ ସେଲିବ୍ରେଟ କରେ ।ଭୁବନେଶ୍ବରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏବିଡ଼ି ମାଏଷ୍ଟୋର ଓଡ଼ିଶା ପଦାର୍ପଣ ବିଷୟରେ ଘୋଷଣା କରିବିକ୍ରମ ବାସୁ, ମ୍ୟାନେଜିଙ୍ଗ ଡ଼ାଇରେକ୍ଟର, ଏବିଡ଼ି ମାଏଷ୍ଟ୍ରୋ କହିଛନ୍ତି, “ଓଡ଼ିଶା ସବୁବେଳେ କଳା ଓ କାରୁକାର୍ଯ୍ୟକୁ ଭଲ ପାଏ। ଏହି ଅବସରରେ ସେ ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ବର୍ଗମାଳା ଭଲ ବଜାର କରିବା ଆଶା କରୁଛୁ।

Leave A Reply

Your email address will not be published.