୫ ଜୁନ୍ ୨୦୨୬, 5.06.26 ( ପ୍ରତ୍ୟୁଷା ବ୍ୟୁରୋ):ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ବୃକ୍ଷ ରୋପଣ କରୁଛନ୍ତି । ସାଙ୍ଗରେ ପୁରୀ ସାଂସଦ ଡ ସମ୍ବିତ୍ ପାତ୍ର ଉପସ୍ଥିତ ଅଛନ୍ତି ।



