ଜୀବନକୁ ସରଳ କରିବାକୁ ଇଶ୍ୱରଙ୍କ ସହିତ ଯୋଡି ହୁଅ
ଭୁବନେଶ୍ୱର : ୨୭ /୭( ପି ଏନ ଏସ ) ଜୀବନକୁ ସରଳ ଓ ଅର୍ଥପୂର୍ଣ୍ଣ କରିବାକୁ ହେଲେ ଇଶ୍ୱରଙ୍କ ସହିତ ଯୋଡି ହେବାକୁ ମାର୍ଗ ଦର୍ଶନ କରିଛନ୍ତି ବିଶିଷ୍ଟ ସାଇ ଭକ୍ତ ତଥା ସ୍ଥପତି ଭବାନୀ ଶଙ୍କର ମିଶ୍ର। ରବିବାର ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ନ୍ୟୁ ମାରିୟନ ଠାରେ ଓଡିଶା ସି ଏସ ଆର ଫୋରମ ସହିଦ!-->…
Read More...
Read More...