Browsing Tag

pratyushanews

ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର 22/6 ( ପ୍ରତ୍ୟୁଷା ବ୍ୟୁରୋ )ବିଜେପି ନେତୃତ୍ୱାଧୀନ ଏନ ଡି ଏ ଆଗାମୀ ରାଷ୍ଟ୍ରପତି ପାଇଁ ଓଡିଶା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି l ଏହାଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତଦ୍ୟୋୟ ସାକାର ହୋଇଛି l ଓଡିଶାର ଆଦିବାସୀ ଅଧ୍ୟୁଷିତ
Read More...

ରଥଯାତ୍ରାକୁ ଆଉ ଦଶଦିନ,ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ 20/6 ( ପ୍ରତ୍ୟୁଷା ନ୍ୟୁଜ )ଆଷାଢ଼ ଶୁକ୍ଳ ଶ୍ରୀଗୁଣ୍ଡିଚା ତିଥିକୁ ମାତ୍ର ଆଉ ଦଶ ଦିନ I ଏହାକୁ ଦୃଷ୍ଟିରେ ରଖି ମହାରଣା ସେବାୟତମାନେ ରାତିଦିନ ଏକ କରିଦେଇଛନ୍ତି I ଦୁଇବର୍ଷ ଧରି ମହାମାରୀ ପାଇଁ ରଥଯାତ୍ରା ବନ୍ଦ ଥିଲା ଏବେ ସବୁ କିଛି ଠିକ ଠାକ ଚାଲିଛି ଏଣୁ ସମସ୍ତେ ଭାବ ବିହ୍ଵଳ
Read More...

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,20/06/22 ( ପ୍ରତ୍ୟୁଷl ବ୍ୟୁରୋ):ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲାହୋତ୍ରା ନବୀନଙ୍କୁ ସ୍ୱାଗତ ଜଣାଉଛନ୍ତି l ଉଲ୍ଲେଖ ଯେ ,ନବୀନ ତେର ଦିନିଆ ସରକାରୀ ଗସ୍ତରେ ବିଦେଶ ଯାଇଛନ୍ତି l ଏହି ସମୟ ମଧ୍ୟରେ
Read More...

ମା ‘ ମମତାମୟୀ, ପ୍ରେରଣାଦାୟିନୀ
ଜନ୍ମଦାତ୍ରୀଙ୍କ ଆଶୀର୍ବାଦ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ 18/6( ପ୍ରତ୍ୟୁଷା ବ୍ୟୁରୋ ): ମା ' ଙ୍କ ଆଶୀର୍ବାଦ ନେବାକୁ ନୂଆଦିଲ୍ଲୀରୁ ଛୁଟି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ମା ' ତାଙ୍କର ଏକ ଶତବର୍ଷ ଆଜି ପୁରଣ କରିଛନ୍ତି l ଏଣୁ ମାଆଙ୍କ ଜନ୍ମଦିନରେ ତାଙ୍କୁ ଭେଟି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି l ମୋଦିଙ୍କ ଏହି
Read More...

ରଥଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ସମସ୍ତଙ୍କ ସହଯୋଗ କାମନା କଲେ…

ଭୁବନେଶ୍ବର,18/06/22 ( ପ୍ରତ୍ୟୁଷl ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ
Read More...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ , ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏହି ନୀତିରେ ସବୁ ସମ୍ଭାବ୍ୟ…

ଭୁବନେଶ୍ବର, 17/06/ 22 (ପ୍ରତ୍ୟୁଷl ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ
Read More...