ଓଡିଶା ପି ଆଣ୍ଡ ଟି ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର ,୨୬ ଅଗଷ୍ଟ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ରକ୍ତଦାନ ମହତ ଦାନ। ରକ୍ତଦାନ କରି ଯଦି କାହାର ଜୀବନ ରକ୍ଷା କରାଯାଇ ପାରିଲା ତା ଠାରୁ ବଡ଼ ଆତ୍ମ ସନ୍ତୋଷ କିଛି ନାହିଁ। ଏହି ମହତ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଓଡିଶା ପୋଷ୍ଟ ଆଣ୍ଡ ଟେଲିକମ୍ୟୁନିକେସନ କଣ୍ଟ୍ରାକ୍ଟର ଆସୋସିଏସନ!-->…
Read More...
Read More...