Browsing Tag

Odia news headlines today

ଦେଶବାସୀଙ୍କୁ ରଜପର୍ବର ଶୁଭେଛା ଜଣାଇଲେ ରାଷ୍ଟ୍ରପତି।

ନୂଆଦିଲ୍ଲୀ ୧୪/୬( ପ୍ରତ୍ୟୁଷା ବ୍ୟୁରୋ ):କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର…
Read More...

ଗଣ ପର୍ବ ରଜରେ ଓଡ଼ିଶା ଉଲ୍ଲସିତ ।

ଭୁବନେଶ୍ବର, 13/06/13 (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶା ର ଗଣ ପର୍ବ ରଜ ତିନିଦିନ ଧରି ପାଳିତ ହେଉଥିବାରୁ ଓଡ଼ିଶା ବାସୀ ଉଲ୍ଲସିତଅଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓ ଟି ଡି ସି ପକ୍ଷ ରୁ ଏହି ପର୍ବ ପାଳନ ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ କରାଯାଉଛି । ୩ ଦିନ ଧରି ଏହା ପାଳନ…
Read More...

ଏନ୍‌ଆଇଏସ୍‌ଟି, ବ୍ରହ୍ମପୁର ପକ୍ଷରୁ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣା ପାଠପଢ଼ା ସୁବିଧା…

ଭୁବନେଶ୍ବର, 13/06/23 ( ପ୍ରତ୍ୟୁଷା ବ୍ୟୁରୋ ):ଇଞ୍ଜିନିୟରିଂ, ମ୍ୟାନେଜମେଟ୍ ଓ ବିଜ୍ଞାନ ଶୃଙ୍ଖଳାରେ ୧୦୦% ଏକାଡେମିକ୍ ଫି’ ଛାଡ଼ ଘୋଷଣା ଭୁବନେଶ୍ବର: ନିସ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣାର…
Read More...

ଶ୍ରୀଜନ ପକ୍ଷରୁ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ।

ଭୁବନେଶ୍ବର, 12/06/23 (ପ୍ରତ୍ୟୁଷା ବ୍ୟୁରୋ ):ଲୋକପ୍ରିୟ ଓଡିଶୀ ନୃତ୍ୟ ଅନୁଷ୍ଠାନ, ଶ୍ରୀଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ପକ୍ଷରୁ ଆଜି (ଶନିବାର) ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପଠାରେ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ କରାଯାଇଛି ଯେଉଁଥ୍‌ରେ ୫୭ ଜଣ ଯୁବ ନୃତ୍ୟଶିଳ୍ପୀଙ୍କ…
Read More...

ରେଳ ଦୁର୍ଘଟଣା ଆହତମାନଙ୍କ ପାଇଁ ରକ୍ତଦାନ ଶିବିର।

ଭୁବନେଶ୍ବର, 10/06/23 (ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ହେଲ୍‌ମେଟ୍ ଓ ସେନ୍‌ ଗୋଲ୍ଡ ଡ୍ରାଇମଣ୍ଡର ମିଳିତ ଆନୁକୁଲ୍ୟରେ ରେଳଦୁର୍ଘଟଣା ବାଲେଶ୍ଵର ନିକଟ ବାହାନାଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ଆହତମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ଏକ ରକ୍ତଦାନ ଶିବିର କରାଯାଇଅଛି।…
Read More...

ରୟାଲ୍ ଗ୍ରୁପ ଅଫ୍ ଇଷ୍ଟିଟ୍ୟୁସନ୍ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ପୀଡ଼ିତ ପରିବାରକୁ ମାଗଣା ଶିକ୍ଷା ସହାୟତା।

ଭୁବନେଶ୍ବର, 9/06/23 (ପ୍ରତ୍ୟୁଷା ବ୍ୟୁରୋ):ଜୁନ୍ ୨ ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ଉପଦେଶ ଦେବା ସହିତ ସେମାନଙ୍କ ପିଲାଙ୍କୁ ରୟାଲ ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ ପକ୍ଷରୁ ଭୁବନେଶ୍ୱର ରେ ଥିବା ରୟାଲ କଲେଜ ଅଫ୍…
Read More...