ଗଣ ପର୍ବ ରଜରେ ଓଡ଼ିଶା ଉଲ୍ଲସିତ ।

0 364

ଭୁବନେଶ୍ବର, 13/06/13 (ପ୍ରତ୍ୟୁଷା ବ୍ୟୁରୋ):

ଓଡ଼ିଶା ର ଗଣ ପର୍ବ ରଜ ତିନିଦିନ ଧରି ପାଳିତ ହେଉଥିବାରୁ ଓଡ଼ିଶା ବାସୀ ଉଲ୍ଲସିତଅଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓ ଟି ଡି ସି ପକ୍ଷ ରୁ ଏହି ପର୍ବ ପାଳନ ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ କରାଯାଉଛି । ୩ ଦିନ ଧରି ଏହା ପାଳନ ହେବ l ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଓ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି ଉତ୍ସବକୁ ଉଦଘାଟନ କରିଥିଲେ।

Leave A Reply

Your email address will not be published.