ଦେଶବାସୀଙ୍କୁ ରଜପର୍ବର ଶୁଭେଛା ଜଣାଇଲେ ରାଷ୍ଟ୍ରପତି।

0 120

ନୂଆଦିଲ୍ଲୀ ୧୪/୬( ପ୍ରତ୍ୟୁଷା ବ୍ୟୁରୋ ):କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଅଛି ।

Leave A Reply

Your email address will not be published.