Browsing Tag

Current news

ବିଡିଏର ୪୩ତମ ପ୍ରତିଷ୍ଠା ଦିବସ: ‘ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ’ ।

ଭୁବନେଶ୍ୱର, ୦୧।୦୯,( ପ୍ରତ୍ୟୁଷା ବ୍ୟୁରୋ) : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର
Read More...

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ୩୧ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି ।
Read More...

ଶୈକ୍ଷିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରାଉଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ

ଭୁବନେଶ୍ୱର : ୩୧ ଅଗଷ୍ଟ ୨୦୨୫ ( ପି ଏନ ଏସ ) ୧୬ ବର୍ଷ ପୂରଣ କରି ୧୭ ବର୍ଷରେ ପଦାର୍ପଣ କରିଛି ଶିକ୍ଷା ଗ୍ରାମ ଫାଉଣ୍ଡେସନ ଟ୍ରଷ୍ଟ। ଏହି ୧୭ ବର୍ଷ ଭିତରେ ଟ୍ରଷ୍ଟ ଶିକ୍ଷା, କ୍ରୀଡା ଓ ଆର୍ଥିକ କ୍ଷେତ୍ରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଅତୁଳନୀୟ ସହଯୋଗ ଦେଇଛି। ପ୍ରାୟ ୧୦୦୦ ପିଲାଙ୍କୁ
Read More...

ସେପ୍ଟେମ୍ବର ୫ରୁ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବ-୨୦୨୫

ଭୁବନେଶ୍ୱର : ୩୦ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ): ୩ ଦଶନ୍ଧିରୁ ଅଧିକ ସମୟର କଳାତ୍ମକ ଉତ୍କର୍ଷତାକୁ ସ୍ମରଣ କରି ସୃଜନ- ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ରୁ ୯ ତାରିଖ ୨୦୨୫ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପଠାରେ ପ୍ରତିଦିନ ସନ୍ଧ୍ୟା ୭ଟାରେ ୩୧ତମ
Read More...

ଜାତୀୟ କ୍ରୀଡା ଦିବସ ପାଳିତ, ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ।

ଭୁବନେଶ୍ଵର ତା.୨୯.୦୮.୨୦୨୫, (ପ୍ରତ୍ୟୁଷା ବ୍ୟୁରୋ): ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କୀର୍ତ୍ତି ଓ କୃତି ଦ୍ଵାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ବଳ ବତୀଘର କରିବା
Read More...

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର…

ଭୁବନେଶ୍ୱର, 29 ଅଗଷ୍ଟ 2025 ( ପ୍ରତ୍ୟୁଷା ବ୍ୟୁରୋ ) : ଆଜି ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଲୋକସେବା ଭବନର
Read More...

ସ୍ଥାୟୀ ଚାକିରୀ ଦାବୀରେ ବନ ବିଭାଗ କର୍ମଚାରୀ ସେପ୍ଟେମ୍ବର ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବେ

ଭୁବନେଶ୍ୱର, 29.08.25 ( ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟ ସରକାର ୨୦୧୩ ମସିହାରୁ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ସରକାର ଜାଣିଶୁଣି ଏକ ପେଞ୍ଚ ରଖିଥିଲେ। ବିଜ୍ଞପ୍ତି ଅନୁଯାୟୀ ସରକାର
Read More...

ଏସି ଓ ଏସ ଟି କଲ୍ୟାଣ କମିଟି ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅବସରରେ ପ୍ରେସକୁ ସମ୍ବୋଧିତ କରୁଛନ୍ତି ବାଚସ୍ପତି ସୁରମା…

ଭୁବନେଶ୍ୱର ୨୮ ଅଗଷ୍ଟ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ): ଅନୁସୂଚିତ ଜାତି ଓ ଜନ ଜାତି କଲ୍ୟାଣ କମିଟି ଅଧୀନରେ ଦେଶର ସଂସଦୀୟ, ରାଜ୍ୟ ବିଧାୟକର ସଦସ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରତିନିଧିମାନଙ୍କୁ ନେଇ ଭୁବନେଶ୍ୱରଠାରେ ଆସନ୍ତା ୨୯ ଓ ୩୦ ଅଗଷ୍ଟ ଦୁଇ ଦିନ ଜାତୀୟ ସମ୍ମିଳନୀ ହେବ।
Read More...