Browsing Tag

latestodianews

ବିଜେଡି ସଦସ୍ୟତା ଗ୍ରହଣ କଲେ ପଣ୍ଡିଆନ ।

ଭୁବନେଶ୍ଵର ୨୭/୧୧ ( ପ୍ରତ୍ୟୁଷା ବ୍ୟୁରୋ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନବୀନ ନିବାସରେ ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି l ଏହି ଅବସରରେ ତାଙ୍କୁ ଦଳର
Read More...

ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତୃତା “ଏକ ଦେଶ : ଏକ ନିର୍ବାଚନ” ସାହସିକ ପ୍ରସ୍ତାବ କିନ୍ତୁ ସେଥିପାଇଁ ଜାତୀୟ ସହମତି…

ଭୁବନେଶ୍ୱର, 20/11/23 ( ପ୍ରତ୍ୟୁଷା ବ୍ୟୁରୋ): 'ଏକ ଦେଶ : ଏକ ନିର୍ବାଚନ’ ଏକ ସାହସିକ ପ୍ରସ୍ତାବ । ଏହାଫଳରେ ଭାରତୀୟ ଗଣତନ୍ତ୍ରର ଚିତ୍ର ବଦଳିଯାଇପାରେ ଓ ଜାତୀୟ ରାଜନୈତିକ ପରିବେଶ ପ୍ରଭାବିତ ହୋଇପାରେ । କିନ୍ତୁ ଏହାକୁ ଜାତୀୟ ସହମତିଭିରିରେ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି
Read More...

ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଉଦ୍‌ଘାଟିତ ହେଲା ଓଡ଼ିଶା ପାଭିଲିୟନ୍‌ ।

ନୂଆଦିଲ୍ଲୀ, 14.11.23 ( ପ୍ରତ୍ୟୁଷା ବ୍ୟୁରୋ):ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆଜି ଠାରୁ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା। ମେଳା ପରିସର ସ୍ଥିତ ଓଡିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
Read More...

ବୀମାଧାରୀଙ୍କ ଅଭିଯୋଗକୁ ତ୍ୱରିତ ସମାଧାନ କରୁଛି ବିମାଲୋକପାଳ ।

ଭୁବନେଶ୍ଵର ୧୩/୧୧( ପ୍ରତ୍ୟୁଷା ବ୍ୟୁରୋ):ସମସ୍ତ ବୀମା ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଆଶୁ ସମାଧାନ ନିମନ୍ତେ ଭାରତ ସରକାର ପ୍ରତି ରାଜ୍ୟରେ ଜଣେ ବୀମା ଲୋକପାଳଙ୍କୁ ନିଯୁକ୍ତ କରିଛନ୍ତି । ବୀମା ଲୋକପାଳଙ୍କ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ତଥା କୌଣସି ଆଇନଜୀବୀଙ୍କ ସହାୟତା ନ ନେଇ, ଯେ କୌଣସି
Read More...