Browsing Tag

Bhubaneswar news

କ୍ୟାବିନେଟର ୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସର୍ବନିମ୍ନ ମଜୁରି ୨୫% ବୃଦ୍ଧି ପାଇବ ଭୁବନେଶ୍ବର, 10.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।
Read More...

ଭୁବନେଶ୍ବରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ…

ଭୁବନେଶ୍ଵର :(ଜୁଲାଇ ୯, ୨୦୨୪) ଭୁବନେଶ୍ବରଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ
Read More...

ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ; ୟୁଏସ୍‌ଏରେ ୧୪…

ଭୁବନେଶ୍ୱର, ୦୨/୭ (ପ୍ରତ୍ୟୁଷା ବ୍ୟୁରୋ) : ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ
Read More...

ସନି ଲିଓନିଙ୍କ ଦ୍ଵାରା ଷ୍ଟାର ଷ୍ଟ୍ରେକ୍ ଉତ୍ପାଦର ଶୁଭାରମ୍ଭ ।

ଭୁବନେଶ୍ୱର. 1.07.24 ( ପ୍ରତ୍ୟୁଷା ବ୍ୟୁରୋ ) : ଜୁଲାଇ ପହିଲାରେ ଭୁବନେଶ୍ୱରରେ ସନ୍ନି ଲିଓନିଙ୍କ ଷ୍ଟାର ଷ୍ଟ୍ରକ୍ ମେକଅପ୍ ବ୍ରାଣ୍ଡକୁ ରୁପାଲି ଛକ ସ୍ଥିତ ବ୍ରାଇଡଲ ମଲ୍ ଓ ଉତ୍କଳ କନିକା ଗାଲେରିଆ ମଲ୍ ଓ ଡିଏନ୍ ରେଗାଲିଆ ମଲ୍ ସେଲୁନ୍ର ଶୁଭାରମ୍ଭ କରାଯାଇଛି। ସନ୍ନି ଲିଓନି ଏବଂ ଶ୍ରୀ
Read More...

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ୍ ଆହୂଜା ।

ଭୁବନେଶ୍ଵର ୩୦/୬( ପ୍ରତ୍ୟୁଷା ବ୍ୟୁରୋ ) :ଶ୍ରୀ ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ଅପରାହ୍ଣରେ ଲୋକସେବା ଭାବନରେ ଶ୍ରୀ ଆହୁଜା ଅବସରଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ
Read More...

ଅଖିଳ ଭାରତ ୩ୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳ ର ଦ୍ବାଦଶ ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।

ଭୁବନେଶ୍ଵର , ୩୦/୬( ପ୍ରତ୍ୟୁଷା ବ୍ୟୁରୋ) :ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ବର ଶାଖାର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ୩୦ ଜୁନ ୨୦୨୪ରେ ଭୁବନେଶ୍ୱର ବ୍ଲାଇଣ୍ଡ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ସଂଘର ସଭାପତି ସାଥି ଲିଙ୍ଗରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ
Read More...