Browsing Tag

Today's news

ଫୁଲନଖରା ଗ୍ରାଣ୍ଡ ବଜାରରେ ଟି ଏମ ହୋଲସେଲ ଷ୍ଟୁଡ଼ିଓ ଉଦଘାଟିତ l

କଟକ 15 /10, ( ପ୍ରତ୍ୟୁଷା ବ୍ୟୁରୋ): ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲୁଗାପଟା ବ୍ୟବସାୟରେ ସୁନାମ ଅର୍ଜିଥିବା ଟିଏମ ଯୋଗେଶ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ର ନୂଆ ଶୋ'ରୁମ "ଟିଏମ ହୋଲସେଲ ଷ୍ଟୁଡ଼ିଓ" ଫୁଲନଖରା ନିକଟରେ ଅବସ୍ଥିତ ଗ୍ରାଣ୍ଡ ବଜାରରେ ପୋଲିସ(କ୍ରାଇମ ବ୍ରାଞ୍ଚ)ର
Read More...

ପାର୍ବଣ-୨୦୨୩ ପାଇଁ ପ୍ରସ୍ତୁତ କ୍ୟାରେଟ୍‌ଲେନ୍।

ଭୁବନେଶ୍ୱର,୧୪/୧୦, ( ପ୍ରତ୍ୟୁଷା ବ୍ୟୁରୋ): ତିନିସ୍କର ପାର୍ଟନରଶିପ୍ ଷ୍ଟୋର ତଥା ଦେଶର ଅନ୍ୟତମ ଅଗ୍ରଣୀ ଓମ୍‌ନିଚ୍ୟାନେଲ ଗହଣା ନିର୍ମାତା କ୍ୟାରେଟ୍‌ଲେନ୍ ପାର୍ବଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ପୂଜା ଅବସରରେ କମ୍ପାନି ପକ୍ଷରୁ ଏକ ଆକର୍ଷଣୀୟ କଲେକ୍ସନ ‘ଆଲ୍‌ପୋନା’ର ବଜାର
Read More...

ଯୁବକଙ୍କ ପରିକଳ୍ପନା ରେ ତିଆରି କାଳ୍ପନିକ ତୋରଣ ରେ ଝଲସିବ ସହିଦ ନଗର ଦୁର୍ଗାମଣ୍ଡପ।

ଭୁବନେଶ୍ୱର-ତା୯.୧୦.୨୩ ( ପ୍ରତ୍ୟୁଷା ବ୍ୟୁରୋ):ଆସନ୍ତା ଦୁର୍ଗା ପୂଜା ଅବସରରେ ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମିତି ର ସଭାପତି ହେମନ୍ତ ପରିଡା,ସମ୍ପାଦକ ସଚ୍ଚିଦାନନ୍ଦ
Read More...

ପୂର୍ବ ଭାରତ ଆଂଚଳିକ ପରିଷଦ ସମ୍ମିଳନୀ -ସାଟିଫାଇଡ କ୍ୟାଟ ପାଠ୍ୟକ୍ରମର ଶୁଭାରମ୍ଭ।

ଭୁବନେଶ୍ୱର,7/10/23 (ପ୍ରତ୍ୟୁଷା ବ୍ୟୁରୋ): ପୁର୍ବଭାରତ ଆଇସିଏମ୍ଏଆଇ ଆଂଚଳିକ ପରିଷଦର ୭ଟି ରାଜ୍ୟର ୨୯ଟି ଚାପ୍ଟରର ଏକ ଦିନ ତମାମ ସମ୍ମିଳନୀ ଭୁବନେଶ୍ଵର କଷ୍ଟ ଏଣ୍ଡ ମ୍ୟାନେଜମଂଟ ଆକାଉଟାଂଟ (ସିଏମଏ) ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଂଚଳିକ ପରିଷଦ ତଥା ଚାପୁର ସମନ୍ବୟ କମିଟିର
Read More...

୨୦ରୁ କ୍ରିଷ୍ଟାଲ କ୍ରାଉନରେ ଚାରି ଦିନ ଦାଣ୍ଡିଆ କାର୍ନିଭାଲ ।

ଭୁବନେଶ୍ଵର, ୦୬/୧୦ ( ପ୍ରତ୍ୟୁଷା ବ୍ୟୁରୋ ): ଜଗତପୃଷ୍ଠକୁ ଆସୁଛନ୍ତି ମା l ଆଉ ୨ ସପ୍ତାହ ପରେ ଧରାବତରଣ କରିବେ ଦୁର୍ଗତିନାଶିନୀ ମାଆ l ଆଉ ତାକୁ ନେଇ ଦିଲ୍ଲୀ ରୁ ପଲ୍ଲୀ ଆରମ୍ଭ ହୋଇ ଯାଇଛି କେତେ ଉନ୍ମାଦନା ଓ ପରିକଳ୍ପନା l ଏହି ଅବସରରେ ରାଜଧାନୀ ଭୁବନେଶ୍ଵର ପଟିଆ ଅଞ୍ଚଳରେ ଅବସ୍ଥିତ
Read More...

ଉତ୍କର୍ଷତାର ଦଶନ୍ଧି ୧୦ ବର୍ଷର ମାଇଲଖୁଣ୍ଟ ପାର୍ କଲା ଚାନ୍ଦି ଭଣ୍ଡାର -ଆଣିଲା ସ୍ଵତନ୍ତ୍ର କଲେକ୍ସନ ‘ଆର୍ଯ୍ୟ’…

ଭୁବନେଶ୍ଵର, ୫/୧୦: (ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରୁପା ଗହଣା ବ୍ରାଣ୍ଡ ‘ଚାହିଁ ଭଣ୍ଡାର’ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟକୁ ପାଳନ କରୁଛି । ଉତ୍କର୍ଷତାର ଦଶମ ବର୍ଷ ପାର୍ କରିଛି ଚାନ୍ଦି ଭଣ୍ଡାର । ଗତ ୧୦ ବର୍ଷ ଧରି ଏହା ଓଡ଼ିଶାରେ ଅନ୍ୟତମ ବୃହତ୍ ତଥା ବିଶ୍ୱସ୍ତ ରୁପା
Read More...

ଏକ୍ସଆଇଏମବି ରେ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀ ଅନୁଷ୍ଠିତ।

ଭୁବନେଶ୍ବର, 1.10.23 ( ପ୍ରତ୍ୟୁଷା ବ୍ୟୁରୋ):୩୬ ବର୍ଷର ସମୃଦ୍ଧ ଉତ୍ତରାଧିକାରୀ ପାଳନ ଅବସରରେ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ବର ୩୦ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇ
Read More...

ସହିଦ ନଗରରେ ଇଣ୍ଡିଲୁମ ଇଣ୍ଡିଆ ଉଦ୍ଘାଟିତ।

29.09.2023, Bhubaneswar, India (ପ୍ରତ୍ୟୁଷା ବ୍ୟୁରୋ)– ଏଥନିକ ଫ୍ୟାସନ ଦୁନିଆର ଏକ ଅଗ୍ରଣୀ ନାମ ଇଣ୍ଡଲୁମି ଏହାର ସଦ୍ୟତମ ଷ୍ଟୋରଗ ଭବ୍ୟ ତଦ୍ଘାଟନ ଘୋଷଣା କରି ଗର୍ବ ଅନୁଭବ କରୁଛି, ଯାହା ଭାରତୀୟ ଫ୍ୟାସନ ଇଣ୍ଡଷ୍ଟ୍ରିରେ ସ୍ଥାୟୀତ୍ବର ଏକ ଆଲୋକ ବରିକା ହେବାକୁ ଯାଉଛି। ଭୁବନେଶ୍ବରରେ
Read More...

ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳିତ ସାଧାରଣ ଜନତାଙ୍କୁ ହୃଦ୍ ରୋଗ ସମ୍ପର୍କରେ କରିଲେ ସଚେତନ।

ଭୁବନେଶ୍ୱର ,୨୯-୦୯ ( ପ୍ରତ୍ୟୁଷା ବ୍ୟୁରୋ): ଆମ୍ରି ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ବିଶ୍ବ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏହାକୁ ପୁଲିସ କମିଶନର ସୌମେନ୍ଦ୍ର
Read More...