ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି
ଭୁବନେଶ୍ୱର, ୩ ସେପ୍ଟେମ୍ବର ୨୦୨୬ (ପ୍ରତ୍ୟୁଷା ବ୍ୟୁରୋ): ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନୋମସ୍), ଭୁବନେଶ୍ୱର ପକ୍ଷରୁ ଦି ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICMAI) ସହ CMA ଫାଉଣ୍ଡେସନ୍ କୋର୍ସର ଫିଜିକାଲ୍ ମୋଡ୍ କୋଚିଂ କ୍ଲାସ୍!-->…
Read More...
Read More...