Browsing Tag

ODISHA NEWS

ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ କିଟ ଓ କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

ଭୁବନେଶ୍ୱର, ୧୫ ।୯: ( ପ୍ରତ୍ୟୁଷା ବ୍ୟୁରୋ )ମହାରାଷ୍ଟ୍ରର ବାଣିଜ୍ୟ ନଗରୀ ମୁମ୍ବାଇରେ ଗଣପତିଙ୍କ ପୂଜା ବଡ଼ ଧୁମଧାମରେ ଆୟୋଜନ କରାଯାଇଥାଏ।ବିଶେଷକରି ଦେଶର ସବୁଠାରୁ ବଡ଼ ଧନୀ ଅମ୍ବାନୀ ପରିବାର ପକ୍ଷରୁ ଏହା ବହୁତ ବଡ଼ ଆକାରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟଅମ୍ବାନୀ
Read More...

ସୃଷ୍ଟି ଏକାଡେମୀ ” ଆରୋହଣ ୨୦୨୬ ” ଆରମ୍ଭ

ଭୁବନେଶ୍ୱର : ୧୧/୯/୨୦୨୬( ପି ଏନ ଏସ )ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନମସ୍), ଭୁବନେଶ୍ୱରରେ ଏମ୍‌ବିଏ, ଏମ୍‌ସିଏ, ବିବିଏ, ବିସିଏ ଓ ବି.କମ୍ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ‘ଆରୋହଣ–୨୦୨୬’ ଶୀର୍ଷକ ଏକ ଅଭିନନ୍ଦନ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର
Read More...

୫-ଦିନିଆ ବ୍ୟାଙ୍କିଂ ଓ ସମାନ PLI ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ୱର, ୧୧/୯( ପି ଏନ ଏସ ): ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ଏବଂ ସମସ୍ତ କ୍ୟାଡର୍‌ ପାଇଁ ସମାନ ଓ ବୈଷମ୍ୟମୁକ୍ତ ପରଫର୍ମାନ୍ସ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍‌ (PLI) ବ୍ୟବସ୍ଥା ଲାଗୁ କରିବା ଦାବିରେ ଶୁକ୍ରବାର ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀ ଓ ଅଧିକାରୀମାନେ ଧର୍ମଘଟ ପାଳନ
Read More...

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧. ୩୦ କୋଟିର ସହାୟତା

ଭୁବନେଶ୍ୱର,୦୭ /୯/୨୦୨୬( ପ୍ରତ୍ୟୁଷା ନ୍ୟୁଜ ):ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ୧.୩୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଉଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର CGM ଶ୍ରୀ ରାକେଶ କୁମାର ଯାଦବ
Read More...

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର,6.09.26 ( ପ୍ରତ୍ୟୁଷା ବ୍ୟୁରୋ ): ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ରୋଥ୍‌ ଆଣ୍ଡ ଗାର୍ଡିଅନ୍‌ ଅଫ୍‌ ଗଭର୍ଣ୍ଣାନ୍ସ” ବିଷୟକୁ ନେଇ ତାହାର ୫୪ତମ ଜାତୀୟ ସମ୍ମିଳନୀ
Read More...

Sintex Pure (ସିଣ୍ଟେକ୍ସ ପିଓର) ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

ଭୁବନେଶ୍ୱର : ୦୩/୯/୨୬( ପି ଏନ ଏସ ): ଜଳ ସଂରକ୍ଷଣ ସମାଧାନ କ୍ଷେତ୍ରରେ ଭାରତର ଅନ୍ୟତମ ବିଶ୍ୱସ୍ତ ନାମ ‘ସିଣ୍ଟେକ୍ସ’, ଏହାର ଆଣ୍ଟି-ମାଇକ୍ରୋବାୟଲ୍ ୱାଟର ଷ୍ଟୋରେଜ୍ ଟାଙ୍କି ‘ସିଣ୍ଟେକ୍ସ ପିଓର’କୁ ମୌସୁମୀ ସମୟରେ ଏକ ନିର୍ଭରଯୋଗ୍ୟ ବିକଳ୍ପ ଭାବରେ ଉପସ୍ଥାପନ କରୁଛି, ଯେତେବେଳେ ସ୍ୱଚ୍ଛ
Read More...