Browsing Tag

Odisha current news

*କର୍ଣାଟକ ପ୍ରଭାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ*

ଭୁବନେଶ୍ବର, 4.02.23 (ପ୍ରତ୍ୟୁଷା ବ୍ୟୁରୋ):ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କର୍ଣ୍ଣାଟକର ନିର୍ବାଚନୀ ପ୍ରଭାରୀ ଭାବରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ନିଯୁକ୍ତ କରିଛନ୍ତି । • କିଛି ଦିନ ପୂର୍ବରୁ 2021 ଜୁଲାଇ…
Read More...

ଓଡ଼ିଶାରେ ଶ୍ରବଣଯନ୍ତ୍ର ମାଗଣାରେ ବାଣ୍ଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ସୁପ୍ରସିଦ୍ଧ ଗାୟିକା ଅନୁରାଧା ପଡୱାଲ୍

ଭୁନେଶ୍ୱର ତା ୨ରିଖ (ପ୍ରତ୍ୟୁଷା ବ୍ୟୁରୋ):ସୂର୍ଯ୍ୟୋଦୟ ଫାଉଣ୍ଡେସନ ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ । ସ୍ୱାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ ଆଦି ଅନେକ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି । ସମାଜ ରେ ସମସ୍ତେ ରୋଜଗାର…
Read More...

ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ ରାଜ୍ୟପାଳଙ୍କ ହାତରୁ ଗ୍ରହଣ କଲେ ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ

ଭୁବନେଶ୍ୱର 26/01 ( ପ୍ରତ୍ୟୁଷା ବ୍ୟୁରୋ ):ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶଙ୍କୁ ବିଶିଷ୍ଟ ରାଷ୍ଟ୍ରପତି ସେବା ପଦକ ଓଡିଶା ଅଗ୍ନିଶମ ବିଭାଗର ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ (ଫାୟାର ଅଫିସର) ପ୍ରଶାନ୍ତ କୁମାର ଦାଶଙ୍କୁ ୨୦୨୩ ମସିହା ସାଧାରଣତନ୍ତ୍ର ଦିବସରେ ମହାମହିମ ରାଜ୍ୟପାଳ…
Read More...

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ବାର୍ତ୍ତା।

ଭୁବନେଶ୍ବର, 26.01.23 (ପ୍ରତ୍ୟୁଷା ବ୍ୟୁରୋ):ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ,…
Read More...

ସିଏସଆଇଆର ଡିଜିଙ୍କ ଉପସ୍ଥିତରେ ଏମଓୟୁ ସ୍ୱାକ୍ଷରିତ। “ୱାନ୍ ୱିକ୍‌ ୱାନ୍ ଲ୍ୟାବ” ଅଭିଯାନ ର ଶୁଭାରମ୍ଭ ।

ଭୁବନେଶ୍ବର, 24.01.23(ପ୍ରତ୍ୟୁଷା ବ୍ୟୁରୋ):ସିଏସଆଇଆର ଡିଜିଙ୍କ ଉପସ୍ଥିରେ ଏମ୍ଓୟୁ ସ୍ବାକ୍ଷର ଭୁବନେଶ୍ଵର ସିଏସଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ଵରର ପରିସର ମଧ୍ୟରେ ବୈଷୟିକ ସଫଳତା ଏବଂ ନବସୃଜନପ୍ରଦର୍ଶନ ପାଇଁ ସିଏସଆଇଆର- ଆଇଏମ୍ଏମ୍ଟି ଏକ ବିସ୍ତାରିତ ଦେଶବ୍ୟାପୀ “ୱନ୍ ୱିକ୍‌ ୱିନ୍ ଲ୍ୟାବ”…
Read More...

ଭୁବନେଶ୍ୱରରେ ହାଉସ ଅଫ ଜନସନ ର ଶୁଭାରମ୍ଭ

ଭୁବନେଶୃତ, ୧୮ ଜାନୁଆରୀ ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ):ଅଗ୍ରଣୀ ସେସମିକ ଟାଇଲ ସୟନକାରୀ ତଥା ପ୍ରିଜିମ ଜନସନ ଲିମିଟେଡ଼ର ଏକ ନିଜନ ଏଚ୍ ଆଣ୍ଡ ଆଉ ଜନନ (ଭାତ) ପକ୍ଷରୁ ଓଡ଼ିଶାର ଭୁଟାନର ସରର ପ୍ରଥମ ଥର ପାଇଁ ଏକ ଅନ୍ୟାଧୁନିକ ଅଭିସମ୍ପନ୍ନ କେନ୍ଦ୍ରର ଶୁଗରମ କରାଯାଇଛି । ଏଚ୍ ଆଣ୍ଡ ଆଉ ଜିନସନ…
Read More...

ତନିସ୍କ ପକ୍ଷରୁ ‘ସ୍ପ୍ରିଙ୍ଗ୍ ସମର୍ ଏଡିଟ୍ ୨୩’ -ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ବର, 5.01.2023 (ପ୍ରତ୍ୟୁଷା ବ୍ୟୁରୋ): ଦେଶର ଅଗ୍ରଣୀ ଗହଣା ରିଟେଲର ତନିସ୍କ ହୀରା ଗହଣାର ସର୍ବବୃହତ୍ ସମ୍ଭାର ‘ଦ ସମର୍ ଏଡିଟ-୨୩’ର ଶୁଭାରମ୍ଭ କରିଛି। ବିଭିନ୍ନ ପ୍ରକାର ଷ୍ଟାଇଲ୍ ତଥା ଅବସରକୁ ଖାପ ଖାଇବା ଭଳି ଭିନ୍ନ ଭିନ୍ନ ଅନନ୍ୟ ହୀରା ଗହଣା ଏଥିରେ ରହିଛି। ମୁଦି, ପେଣ୍ଡେଣ୍ଟ,…
Read More...

ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ବର, 5.01.2023 (ପ୍ରତ୍ୟୁଷା ବ୍ୟୁରୋ): ରାଜ୍ୟବାସୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାକୁ ସୁଦୃଢୀକରଣ କରିବା ପାଇଁ ରାଜ୍ୟ ସରକାରବିଭିନ୍ନ ଜିଲ୍ଲା ମାନଙ୍କରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତିନେଇଛନ୍ତି । ଏହି କ୍ରମରେ ସୁନ୍ଦରଗଡ଼ ଠାରେ…
Read More...