Browsing Tag

Bhubaneswar news

ନଭେମ୍ବର ୨୩ ରେ ଶ୍ରୀ ସତ୍ୟସାଇବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ

ଭୁବନେଶ୍ୱର : ୨୨/୧୦( ପ୍ରତ୍ୟୁଷା ବ୍ୟୁରୋ )ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ପକ୍ଷରୁ ଭଗବାନ ବାବା ସତ୍ୟ ସାଇଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଆସନ୍ତା ନଭେମ୍ବର ୨୩ରେ ପାଳନ କରାଯିବ । ରାଜ୍ୟ ସଂଗଠନ ପକ୍ଷରୁ ଗ୍ରହଣ କରାଯାଉଥିବାଆଧ୍ୟାତ୍ମିକତା, ସେବା, ଶିକ୍ଷା ସଂସ୍କୃତି,ସାହିତ୍ୟ,
Read More...

ଜ୍ୟୋତିଷ ଗଣନା ଏବଂ ଶାସ୍ତ୍ରୀୟ ମତେ ଅକ୍ଟୋବର ୨୧ରେ ଦୀପାବଳୀ ପାଳନୀୟ ସର୍ବୋତ୍ତମ : ଜ୍ୟୋତିର୍ବିତ ଦିବାକର ମିଶ୍ର ।

ଭୁବନେଶ୍ୱର : ୧୭/୧୦( ପ୍ରତ୍ୟୁଷା ବ୍ୟୁରୋ ) ଭାରତୀୟ ପର୍ବ ମାନଙ୍କ ମଧ୍ୟରୁ ସର୍ବଭାରତରେ ପାଳିତ ହେଉଥିବା ପର୍ବପର୍ବାଣୀ ଉତ୍ସବ ମଧ୍ଯରେ ଦୀପାବଳୀ ଅନ୍ୟତମ।ଏହା ଶ୍ରୀ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ,ଶ୍ରୀ କୃଷ୍ଣଙ୍କ ଦରକାସୁର ବଦ୍ଧ, ଶ୍ରୀ ଲକ୍ଷ୍ମୀ ଗଣେଶ କୁବେର ପୁଜା, ନବ
Read More...

କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୨୮ତମ ଟେବୁଲ ଟେନିସ ଚମ୍ପିୟାନସିପ

ଭୁବନେଶ୍ୱର : ୧୧/୧୦( ପ୍ରତ୍ୟୁଷା ବ୍ୟୁରୋ ) ଆଜିଠୁ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍‌ର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ,
Read More...

୧୧ରୁ ଦୁଇ ଦିନ ଓଡ଼ିଶା ହେମାଟୋଲୋଜିର ୧୫ତମ ବାର୍ଷିକ ସମ୍ମିଳନୀ ୨୦୨୫

ଭୁବନେଶ୍ୱର :( ପ୍ରତ୍ୟୁଷା ବ୍ୟୁରୋ )ଆସନ୍ତା ୧୧ ଓ ୧୨ ଅକ୍ଟୋବର ୨୦୨୫ ରେ ଦୁଇ ଦିନ ଓଡିଶା ହେମାଟୋଲୋଜିର ପଞ୍ଚଦଶତମ ବାର୍ଷିକ ସମ୍ମିଳନୀ ମେ ଫେୟାରକନ୍‌ଭେନସନ ସେଣ୍ଟର, ଭୁବନେଶ୍ଵରରେ ଆୟୋଜନ ହେବ।ସମଗ୍ର ଭାରତରୁ ୩୫ ଜଣ ଜାତୀୟ ଫାକଲ୍‌: ପ୍ରଫେସର ମାଗେନ ଚାଣ୍ଡି, ପ୍ରଫେସର ତପନ ସାଇକିଆ,
Read More...

୧୦ ରୁ କଳିଙ୍ଗ ଷ୍ଟାଡିୟମରେ ୪୦ତମ ନ୍ୟାସନାଲ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍‌ ।

ଭୁବନେଶ୍ୱର : ୦୯ ଅକ୍ଟୋବର ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ
Read More...

ସ୍ଥାପନା ପକ୍ଷରୁ ଆୟୁର୍ବେଦ ଓ ବୈଦ୍ୟ କର୍ମଶାଳାଆୟୁର୍ବେଦରେ ରହିଛି ସବୁ ରୋଗର ନିଦାନ

ଭୁବନେଶ୍ୱର,୦୮/୧୦ (ପ୍ରତ୍ୟୁଷା ବ୍ୟୁରୋ): ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅନିୟମିତ ତଥା ବେପରୁଆ ଜୀବନଧାରା ସକାଶେ ମଣିଷ ବିଭିନ୍ନରୋଗରେ ଆକ୍ରାନ୍ତ ହେଉଛି l ଏଥିରୁ ମୁକ୍ତି ପାଇଁ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି l ଡାକ୍ତର ଔଷଧ ବଦଳେଇଚାଲିଛନ୍ତି ହେଲେ ରୋଗ ଭଲ
Read More...

ଯୁବପିଢୀଙ୍କ ପାଇଁ ସୁଖଦ ଅନୁଭୂତି ଆଣିବ ମ୍ୟାଟର୍ ଇ ଭି ବାଇକ୍

ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତର ଅଗ୍ରଣୀ ଇଲେକ୍‌ଟ୍ରିକ ଗମନା ଗମନ ନବସୃଜନକାରୀ ମ୍ୟାଟରଭୁବନେଶ୍ଵରର ତାହାର ଅଧୁନାତମ ଏକ୍ସପେରିଏନ୍‌ ହକ୍‌ର ଭବ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ନୂଆ ହବ୍ମ୍ୟାଟର୍‌ର ବନ୍ଧିତ ରିଟେଲ ଉପସ୍ଥିତିରେ ଅନ୍ୟ ଏକ
Read More...

ବିଶ୍ୱ ହୃଦୟ ଦିବସ ପାଳିଲା ଇନର ହ୍ଵିଲ କ୍ଲବ ।

ଭୁଵନେଶ୍ୱର : ୪/୯( ପ୍ରତ୍ୟୁଷା ବ୍ୟୁରୋ )ଇନର୍ ହୁଇଲ୍ କ୍ଲବ୍ ତରଫରୁ ବିଶ୍ୱ ହୃଦୟ ଦିବସ ସିଓର କ୍ୟୁଅର କ୍ଲିନିକ ପରିସରରେ ପାଳିତ ହୋଇଯାଇଛି । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ସାଧାରଣ ଲୋକଙ୍କୁ
Read More...