ମାର୍ଚ୍ଚ ୨୮ରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ରିଲାଏନ୍ସ ଡ଼ିଜିଟାଲ୍ ରେ ବୃହତ ସଞ୍ଚୟ ଓ ସ୍ମାର୍ଟ ଅପଗ୍ରେଡ ସହିତ ସ୍ବତନ୍ତ୍ର ଉତ୍କଳ ଦିବସ ଫେଷ୍ଟିଭ ଅଫର ।
ଭୁବନେଶ୍ୱର, ୨୭ ମାର୍ଚ୍ଚ ୨୦୨୬: ( ପ୍ରତ୍ୟୁଷା ବ୍ୟୁରୋ )ଉତ୍କଳ ଦିବସର ଉତ୍ସାହକୁ ପାଳନ କରି ରିଲାଏନ୍ସ ଡିଜିଟାଲ ଓଡିଶାରେ ଏହାର ଷ୍ଟୋରଗୁଡିକରେସ୍ଵତନ୍ତ୍ର ଫେଷ୍ଟିଭ ଅଫରଗୁଡିକର ଏକ ଶୃଙ୍ଖଳା ଓ ଗ୍ରାହକ-କେନ୍ଦ୍ରିତ ପଦକ୍ଷେପଗୁଡିକର ଉନ୍ମୋଚନ କରିଛି, ଯାହା ଆଧୁନିକ ଟେକ୍ନୋଲୋଜିପାଇଁ ବର୍ଦ୍ଧିତ ପହଂଚ ସହିତ ସାଂସ୍କୃତିକ ଗୌରବକୁ ଏକତ୍ରିତ କରିବା ପାଇଁ ଲକ୍ଷ୍ୟ ରଖୁଛି । ମୂଲ୍ୟ-ପରିଚାଳିତ ଡିଲ୍ଗୁଡିକ ସହ ଏହିଅବସରକୁ ଚିହ୍ନିତ କରିବା ପାଇଁ ଏହି ସ୍ଵତନ୍ତ୍ର କ୍ୟାମ୍ପେନକୁ ଯତ୍ନର ସହ ଡିଜାଇନ କରାଯାଇଛି, ଯାହା ଏହାକୁ ଗ୍ରାହକଙ୍କ ପାଇଁ ନୂତନଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍ସ ସହ ଅପଗ୍ରେଡ କରିବା ଲାଗି ଉପଯୁକ୍ତ ସମୟରେ ପରିଣତ କରିଛି ।ଉତ୍କଳ ଦିବସ ଉତ୍ସବର ଅଂଶ ଭାବେ ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆକର୍ଷଣୀୟ ତତ୍କାଳ ରିହାତିସହିତ ପେପର ଫାଇନାନ୍ସ ବିକଳ୍ପ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଲାଭ ପାଇପାରିବେ, ଯାହା କ୍ରୟରେ ସୁଲଭତା ଓନମନୀୟତା ନିଶ୍ଚିତ କରୁଛି । ଏହି ଅଫର ଅବଧୂ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ବୈଧ ରହିଛି । ପାର୍ବଣରଉତ୍ସାହକୁ ବୃଦ୍ଧି କରି ରିଲାଏନ୍ସ ଡିଜିଟାଲ ନିର୍ଦ୍ଦିଷ୍ଟ ୧.୫ ଟନ-ଏୟାର କସ୍ନର କ୍ରୟ ଉପରେ ମାଗଣା କ୍ୟୁଏଲଇଡି ଟିଭି ଏବଂ ନିର୍ଦ୍ଦିଷ୍ଟମଡେଲର ଫୁଟ-ଲୋଡ ଶିଙ୍ଗ ମେଶିନ କ୍ରୟ ଉପରେ ମାଗଣା ଟିଭି ସମେତ ଆକର୍ଷଣୀୟ ମେଗା କମ୍ବା ଡିଲ ପ୍ରଦାନ କରୁଛି, ଯାହାଗ୍ରୀଷ୍ମ ଋତୁରେ ଅଧୂକ କ୍ରୟ ସମୟରେ ଉନ୍ନତ ମୂଲ୍ୟ ଦେଉଛି ।ଏହି ପଦକ୍ଷେପ ସହଜ ଋଣ ବିକଳ୍ପ, ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର, ଶୀଘ୍ର ଡେଲିଭରି ଓ ଇନ୍ଷ୍ଟଲେଶନ ସର୍ଭିସ ସହ ସାମଗ୍ରିକ ଗ୍ରାହକସୁବିଧାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଛି, ଯାହା ଏକ ବାଧାମୁକ୍ତ ସପିଂ ଅନୁଭୂତି ନିଶ୍ଚିତ କରିଥାଏ । ଗ୍ରୀଷ୍ମ ଋତୁର ଆବଶ୍ୟକତା ପାଇଁନିର୍ମିତ ଏୟାର କଣ୍ଡିସ୍ନର, ରେଫ୍ରିଜରେଟର, ୱାଶିଙ୍ଗ ମେଶିନ ଓ ସ୍ମାର୍ଟ ଟେଲିଭିଜନ ଭଳି ଇଲେକ୍ସନ୍ ଉତ୍ପାଦ ପାଇଁ ଦମଦାର ଅଫର ଆଣିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କମ୍ପାନୀର ମାର୍କେଟିଙ୍ଗ ମ୍ୟାନେଜର ବିଶ୍ୱଜିତ ସାହୁ।