Browsing Tag

2024

ଓଡିଶା ପବ୍ଲିକ୍ ପ୍ରୋକିୟର ପ୍ରିଫରେନ୍ସ ପଲିସି ୨୦୨୩ କୁ ଓଡିଶା ଶିଳ୍ପ ସଂଘ ସମୂହର ସ୍ବାଗତ ।

ଭୁବନେଶ୍ବର ୨୭ ଜାନୁଆରୀ ୨୦୧୪ ( ପ୍ରତ୍ୟୁଷା ବ୍ୟୁରୋ) : ୨୪ ଜାନୁୟାରୀ ୨୦୨୪ ରେ ଆମ ରାଜ୍ୟ ସରକାର ଓଡିଶା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କ ପାଇଁ (ଓଏସଏମଇ) ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧୂକାର ନୀତି ୨୦୨୩ (ଓଡିଶା ପବ୍ଲିକ୍ ପ୍ରୋକ୍ୟାରମେଣ୍ଟ ପ୍ରିଫରେନ୍ସ ପଲିସି ୨୦୨୩କୁ ଲାଗୁ କରିଛନ୍ତି…
Read More...

ଏକ୍ସଆଇଏମବି ସର୍ବ ଭାରତୀୟ ମ୍ୟାନେଜମେଣ୍ଟ ସାଂସ୍କୃତିକ ଉତ୍ସବ ଉଦଘାଟିତ ।

ଭୁବନେଶ୍ଵର ୨୬/୦୧( ପ୍ରତ୍ୟୁଷା ବ୍ୟୁରୋ ):ଭୁବନେଶ୍ବର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଗତ ୩୬ବର୍ଷ ଧରି ବ୍ୟବସାୟ ଜଗତର ଅଗ୍ରଣୀ ବ୍ୟକ୍ତିତ୍ବମାନଙ୍କୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଷ୍ଟୁଡେଣ୍ଟ ଏକ୍ନିକ୍ୟୁଟିଭ୍ କାଉନସିଲ ସହଯୋଗରେ ଜେଭିୟର୍…
Read More...

ଆଦିବାସୀ ମେଳା ୨୦୨୪ ଉଦଘାଟିତ ।

ଭୁବନେଶ୍ଵର ୨୬/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଦାନ ହୋଇ ଉଠିଥିବା ଆଦିବାସୀ ମେଳା ୨୦୨୪ ଜନ ରାଜ୍ୟ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସି କରକମଳରେ ଉଦଘାଟିତ ହୋଇଛି l ପ୍ରତ୍ୟହ ଅପରାହ୍ନ ୨.୩୦…
Read More...

ଝାରସୁଗୁଡ଼ାରେ ସମ୍ପନ୍ନ ହେଲା ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୪ କାର୍ଯ୍ୟକ୍ରମ ।

ଝାରସୁଗୁଡ଼ା, 21.01.24 ( ପ୍ରତ୍ୟୁଷା ବ୍ୟୁରୋ ): ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି ତିନି ଦିନିଆ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା ୨୦୨୪ । ୧୯ରୁ ୨୧ ଜାନୁଆରି ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ, ୧୫୦ ଏଗଜିଭିଟର ଏବଂ ୫୪ ଜଣ ଶିଳ୍ପ ଅଂଶୀଦାର…
Read More...

ଲୋକାର୍ପିତ ହେଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ।

ପୁରୀ, ୧୭/୦୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଓଡ଼ିଆ ଜାତିର ଭାବ ଏବଂ ଭକ୍ତିର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ସ୍ଵଶ୍ଚିମ ଅଧ୍ୟାୟ ଏବଂ ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ବନିରେ ପ୍ରକମ୍ପିତ ହୋଇଛି ସମଗ୍ର ରାଜ୍ୟ । ପୋଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନରେ ଏକ ଅନନ୍ୟ…
Read More...

ମଣିପାଲ ସିଗ୍ନାର ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ବୀମା ସୁନିଶ୍ଚିତ କରିବ ସ୍ୱାସ୍ଥ୍ୟ ସମସ୍ୟା ।

ଭୁବନେଶ୍ୱର ୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ଵାସ୍ଥ୍ୟ ବୀମା କମ୍ପାନୀ ମଣିପାଲସିଗ୍‌ନା ସକ୍ରିୟ ଭାବେ ଓଡିଶା ଓ ପୂବାଂଚଳ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରୁଛି । କମ୍ପାନୀ ଓଡିଶାରେ ବିଭିନ୍ନ ଗ୍ରାହକ ବର୍ଗ ସମ୍ମୁଖୀନ ହେଉଥିବା ବିବିଧ ସ୍ଵାସ୍ଥ୍ୟ…
Read More...

ଲୋକାର୍ପଣ ଉତ୍ସବରେ ଜଗନ୍ନାଥମୟ ବଡ ଦାଣ୍ଡ ।

ପୁରୀ ୧୭/୦୧ ( ପ୍ରତ୍ୟୁଷା ବ୍ୟୁରୋ ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଛି l ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭକ୍ତି ଭାବପୂର୍ଣ୍ଣ ପରିବେଶ ରେ ଲୋକାର୍ପିତ କରିଛନ୍ତି l ଏହି ଅବସରରେ ଶ୍ରୀ ସେତୁ ଶ୍ରୀ ମାର୍ଗ ଓ…
Read More...