Browsing Tag

Odisha current news

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କପ୍ରକାଶ ପାଇଲା ସମ୍ପତ୍ତି ତାଲିକା

ଭୁବନେଶ୍ବର: ୨ ବର୍ଷ ପରେ ମନ୍ତ୍ରୀଓ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତିରାଜ୍ୟ ସରକାର। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଧନୀଭାବେ ମୁଖ୍ୟମନ୍ତ୍ରୀ ନିଜର ସ୍ଥାନ ବଜାୟ ରଖୁଛନ୍ତି।ଡିସେମ୍ବର ୩୧,୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟସମ୍ପତ୍ତିର…
Read More...

ଜିଲ୍ଲା ଯୋଜନା କମିଟିର ସଭାପତି ନିଯୁକ୍ତ

ଭୁବନେଶ୍ୱର 23/9 ପ୍ରତ୍ୟୁଷା ନ୍ୟୁଜ ଦୁର୍ଗାପୂଜା ପୂର୍ବରୁ ରାଜ୍ୟ ସରକାର ଆଜି ପ୍ରତି ଜିଲ୍ଲାର ଚେୟାରମ୍ୟାନ ନିଯୁକ୍ତି ଦେଇଛନ୍ତିପଢନ୍ତୁ ତାଲିକା କିଏ କେଉଁ ଜିଲ୍ଲାର ସଭାପତି ନିଯୁକ୍ତି ପାଇଲେ
Read More...

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ଆରୁଖଙ୍କ ଶୋକ ବିଧାନସଭାରେ ଗାର୍ଡ ଅଫ୍ ଅନର୍

ଭୁବନେଶ୍ବର,19/09/22(ପ୍ରତ୍ୟୁଷା ବ୍ୟୁରୋ):ବିରୋଧୀ ଦଳ ଉପନେତା ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।ଆଜି ପୂର୍ବାହ୍ନରେ ସ୍ଵର୍ଗତ ସେଠୀଙ୍କ ମରଶରୀର ବିଧାନସଭା…
Read More...

ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ବିଜେତା ଘୋଷଣା

ଭୁବନେଶ୍ବର,16/09/22 (ପ୍ରତ୍ୟୁଷା ବ୍ୟୁରୋ ): ଟ୍ରେଣ୍ଡ୍‌ସ ସ୍ୱାଗତମ ଶ୍ରୀଗଣେଶ ସେଲ୍‌ଫି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା…
Read More...

ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,16/09/22 (ପ୍ରତ୍ୟୁଷା ବ୍ୟୁରୋ):କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି…
Read More...

କଟକରେ ଶୁଭାରମ୍ଭ ହେଲା ‘ବିସିଇ କଟକ କ୍ଲବ୍’

କଟକ, ତା୧୧।୦୯ (ପ୍ରତ୍ୟୁଷାବ୍ୟୁରୋ): ଓଡ଼ିଶାରେ ଦ୍ଵିତୀୟ ତଥା କଟକରେ ପ୍ରଥମଥର ପାଇଁ ବ୍ୟବସାୟୀ ତଥା ଉଦ୍ୟୋଗୀ ମାନଙ୍କୁ ନେଇ ଖୋଲିଲା ବିସିଇ କଟକ କ୍ଲବ୍ । ଏହି ଅବସରରେ କଟକ ବାଦାମବାଡ଼ି ସ୍ଥିତ ଗ୍ରାଣ୍ଡ ରେଶିଡେନସୀ ଠାରେ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ କର୍ମଶାଳା । ଏହି…
Read More...

ସଂଚୁରି ମ୍ୟାଟ୍ରେସ୍ ପକ୍ଷରୁ ଫୋମଟେଷ୍ଟିକ୍ କଲେକ୍ସନ୍‌ର ଶୁଭାରମ୍ଭ

ଭୁବନେଶ୍ବର,8/09/22 (ପ୍ରତ୍ୟୁଷା ବ୍ୟୁରୋ):ଭାରତର ଅଗ୍ରଣୀ ସ୍ଟିପ ସ୍ପେଶାଲିଷ୍ଟ, ସଂଚୁରୀ ମ୍ୟାଟ୍ରେସ ପକ୍ଷରୁ ପର୍ଯ୍ୟାବରଣ-ଅନୁକୂଳ ଫୋମ୍ ମ୍ୟାଟ୍ରେସ-ଫୋମଟେଷ୍ଟିକ କଲେକ୍ସନର ଶୁଭାରମ୍ଭ କରାଯାଇଛି । ଏହି ନୂଆ ମ୍ୟାଟ୍ରେସ୍ ରେଞ୍ଜରେ ପୋସ୍ଟର ପ୍ରୋ, ଭାଇବେକ୍ସ, ସମ୍ବୋପେଡିକ ୨.୦ ଏବଂ ଟଫ୍…
Read More...