ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କପ୍ରକାଶ ପାଇଲା ସମ୍ପତ୍ତି ତାଲିକା

0 154

ଭୁବନେଶ୍ବର: ୨ ବର୍ଷ ପରେ ମନ୍ତ୍ରୀ
ଓ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି
ରାଜ୍ୟ ସରକାର। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଧନୀ
ଭାବେ ମୁଖ୍ୟମନ୍ତ୍ରୀ ନିଜର ସ୍ଥାନ ବଜାୟ ରଖୁଛନ୍ତି।
ଡିସେମ୍ବର ୩୧,୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ
ସମ୍ପତ୍ତିର ପରିମାଣ ଥିଲା ୬୪, ୮୭ କୋଟି ଟଙ୍କା।
ମୁଖ୍ୟମନ୍ତ୍ରୀ ହରିୟାନାର ଫରିଦାବାଦରେ ଥିବା ତାଙ୍କ ଫାର୍ମ
ହାଉସକୁ ବିକ୍ରି କରିଥିଲେ ମଧ୍ୟ ସମ୍ପରି ତାଲିକାରେ
ସର୍ବୋଚ୍ଚ ସ୍ଥାନ ବଜାୟ ରକ୍ଷିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି
ରୂପେ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ କୋଟିଏ
ଟଙ୍କାର ପୋଷ୍ଟ୍ରାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ
ଟଙ୍କାର ଟର୍ମ ଡିପୋଜିଟ ରଖୁଛନ୍ତି।

Leave A Reply

Your email address will not be published.