ଭୁବନେଶ୍ବର, ୦୨ ମଇ ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ): ପୂର୍ବ ଭାରତର ଅଗ୍ରଣୀମସଲା ଏବଂ ଖାଦ୍ୟ ବ୍ରାଣ୍ଡ ‘ଭାରତ ମସଲା’ ପକ୍ଷରୁ ପ୍ରସିଦ୍ଧଅଭିନେତା ବବି ଦେଓଲଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭିବିଜ୍ଞାପନ (ଟିଭିସି) ଉନ୍ମୋଚିତ ହୋଇଛି। ମଇ ୦୨ ତାରିଖ ଶନିବାର ଭୁବନେଶ୍ବର ସ୍ଥିତପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେଆନୁଷ୍ଠାନିକ ଭାବେ ଏହି ଟିଭିସିର ଉନ୍ମୋଚନ କରାଯାଇଛି|୧୯୯୯ ମସିହାରେ ଓଡ଼ିଶାରେ ଏକ ପାରମ୍ପରିକ ମସଲାଗ୍ରାଇଣ୍ଡିଂ ୟୁନିଟ୍ ଭାବେ ଆରମ୍ଭ ହୋଇଥିବା ‘ଭାରତ ମସଲାଆଜି ଏକ ବିଶ୍ବସନୀୟ ଏଫଏମସିଜି ବ୍ରାଣ୍ଡ ଭାବେ ପରିଚିତହୋଇପାରିଛି । ମସଲା, ଖାଦ୍ୟ ସାମଗ୍ରୀ, ଜଣିମେଣ୍ଟସ୍, ଡା,ପାଗା, ସ୍ନାକ୍ସ ଓ ବିଶେଷ ଫୁଜ୍ ମିକ୍ସ ସହ ବ୍ରାଣ୍ଡଟି ଅନେକପ୍ରଡକ୍ଟ ପୋର୍ଟଫୋଲିଓ ନେଇ ଦେଶ ଓ ବିଦେଶର ଗ୍ରାହକଙ୍କଭରସା ଜିତି ପାରିଛି ।କମ୍ପାନୀ ବର୍ତ୍ତମାନ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସହିତଭାରତର ସର୍ବବୃହତ କ୍ରାଓଜେନିକ୍ ଗ୍ରାଇଣ୍ଡିଂ’ ସୁବିଧା ମଧ୍ୟରୁ ଗୋଟିଏକୁ ସଫଳତାର ସହ ପରିଚାଳନା କରୁଛି! ଅସଲିସ୍ବାଦ, ଉତ୍କୃଷ୍ଟ ଗୁଣବତ୍ତା ଓ ନବୀନତା ପ୍ରତି କମ୍ପାନୀରଅତୁଟ ପ୍ରତିବଦ୍ଧତା ଏହାକୁ ଗ୍ରାହକମାନଙ୍କ ନିକଟରେ ଅଧୂକଲୋକପ୍ରିୟ କରିଛି।ଦୀର୍ଘ ସମୟ ଧରି ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ‘ଭାରତମସଲା’ର ବ୍ରାଣ୍ଡ ଆମ୍ବାସାଡର ଭାବେ ଥିଲେ ।କମ୍ପାନୀ ବର୍ତ୍ତମାନ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସହିତଭାରତର ସର୍ବବୃହତ କ୍ରାଓଜେନିକ୍ ଗ୍ରାଇଣ୍ଡିଂ’ ସୁବିଧା ମଧ୍ଯରୁଗୋଟିଏକୁ ସଫଳତାର ସହ ପରିଚାଳନା କରୁଛି! ଅସଲିସ୍ବାଦ, ଉତ୍କୃଷ୍ଟ ଗୁଣବତ୍ତା ଓ ନବୀନତା ପ୍ରତି କମ୍ପାନୀରଅତୁଟ ପ୍ରତିବଦ୍ଧତା ଏହାକୁ ଗ୍ରାହକମାନଙ୍କ ନିକଟରେ ଅଧିକଲୋକପ୍ରିୟ କରିଛି।ଦୀର୍ଘ ସମୟ ଧରି ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ‘ଭାରତମସଲା’ର ବ୍ରାଣ୍ଡ ଆମ୍ବାସାଡର ଭାବେ ଜହିତ ଥିଲେ ।ବର୍ତ୍ତମାନ ତାଙ୍କ ପୁଅ ଓ ପ୍ରସିଦ୍ଧ ଅଭିନେତା କବି ଦେଓଲ୍ବ୍ରାଣ୍ଡ ସହ ଯୋଡ଼ି ହୋଇଥିବାରୁ ଏହା ‘ଭାରତ ମସଲା’ରଐତିହ୍ୟ, ବିଶ୍ବାସ ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିଛି ।। ଏହି ନୂଆ କ୍ୟାମ୍ପେନ୍ ମାଧ୍ୟମରେ ସମସ୍ତ ପିଢ଼ିର ଗ୍ରାହକଙ୍କସହ ଭାବନାତ୍ମକ ସମ୍ପର୍କ ସୃଷ୍ଟି କରିବା ସହ ଦେଶବ୍ୟାପୀଭାବେ ‘ଭାରତ ମସଲା”ର ପରିଚୟକୁ ଆହୁରି ଶକ୍ତିଶାଳୀକରିବାର ଲକ୍ଷ୍ୟ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବବି ଦେଓଲଙ୍କ ଏହି ଟିଭି ବିଜ୍ଞାପନ ଖୁବଶୀଘ୍ରଟେଲିଭିଜନ, ଡିକିଟାଲ୍ ଓ ସୋସିଆଲ୍ ମିଡିଆରେପ୍ରସାରିତ ହେବ ଏହା ଏକ ବ୍ୟାପକ ଜାତୀୟ କ୍ରାଣ୍ଡକ୍ୟାମ୍ପେନ୍ର ଅଂଶ ଭାବେ ଆରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମରେ ‘ଲାରତ ମସଲା’ର ପରିଚାଳନାନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ଏସ୍ଏନ୍ମିଲେନିୟମ୍ ଅର୍ଥ (ଅପରେସନ୍) ଅରୁଣ କୁମାର ନାୟକଙ୍କସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।